ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମହିଳା ଓ ଝିଅ ମାନଙ୍କ ଗୁମର ଖୋଲିଲେ ଏହି ମହିଳା ! ଦୟାକରି ପୁରୁଷ ପୁଅ ମାନଙ୍କୁ ଏହି Video ଦେଖନ୍ତୁ ନାହିଁ । ଏବେ ଆସନ୍ତୁ ଜାଣିବା କଣ ଆଉ କହିଛନ୍ତି ମହିଳା ଜଣକ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି । ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି । ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ ଫାଟ । ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ ।
ଶେଷରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ । ଏପରି କି ଛାଡ଼ପତ୍ର ମଧ୍ୟ ହୋଇ ଯାଇଥାଏ । ପରକିୟା ପ୍ରୀତି ଯୋଗୁଁ ଅନେକ ପରିବାର ଭାଙ୍ଗି ଯାଉଥିବା ମଧ୍ୟ ଦେଖିବା ପାଇଁ ମିଳିଥାଏ । ତେବେ ବିବାହିତ ହୋଇ ଅନ୍ୟ କେଉଁ ନାରୀ କିମ୍ବା ପୁରୁଷ ସହ ସମ୍ପର୍କ ରଖିବା ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପୁର୍ଣ୍ଣ ବେଆଇନ । ତେବେ କେବଳ ପୁରୁଷ ନୁହଁନ୍ତି ଏପରି ଘୃଣ୍ୟ କାର୍ଯ୍ୟ ସ୍ତ୍ରୀ ମାନେ ମଧ୍ୟ କରିଥାନ୍ତି । ସ୍ଵାମୀ ଥାଉ ଥାଉ ପର ପୁରୁଷକୁ ଭଲ ପାଇଥାନ୍ତି । ଯାହାକି ଅତ୍ୟନ୍ତ ଲାଜ୍ୟାଜନକ କଥା ଅଟେ ।
ଜଣେ ମହିଳା ମିଡ଼ିଆ ସାମ୍ନାରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ନାରୀ ହେଉଛି ଦୁହିତା । ଅର୍ଥାତ୍ ଦୁଇ କୂଳକୁ ହିତା ନହେଲେ ପିତା । ତାଙ୍କ ହିସାବରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନଙ୍କର ପ୍ରବଳ ଦୋଷ ଅଛି । ତୁମର ସ୍ଵାମୀ ଯଦି କୌଣସି କାରଣରୁ ଅବାଟକୁ ଯାଉଛି ତେବେ ତୁମେ ଭଲରେ ହେଉ କିମ୍ବା ମନ୍ଦରେ ହେଉ ତୁମେ ତୁମ ସ୍ବାମୀଙ୍କୁ ଘରକୁ ଆଣିବ କିମ୍ବା ଭଲ ମନ୍ଦ ଯାହା ଭି କରି ପାରିବ । ତାମାନେ ନୁହଁ ସ୍ୱାମୀକୁ ଛାଡ଼ି କାହା ସହ ଭି ସମ୍ପର୍କ ବନେଇବ ।
୨୦୨୦ ମସିହାର ନିଜର ବ୍ୟକ୍ତିଗତ ଅନୁଭୂତି ସେ କହିଥିଲେ ଯେ ଜଣେ ମହିଳା ସ୍ଵାମୀ ଥାଉ ଥାଉ ତା ସହିତ ରହି ମଧ୍ୟ ପର ପୁରୁଷକୁ ଭଲ ପାଉଥିଲା । ଆଉ ସାବିତ୍ରୀ ବ୍ରତ ମଧ୍ୟ ପାଳିଥିଲା । ତେବେ ଏଠାରେ ପ୍ରଶ୍ନ ଏଇୟା ଉଠୁଛି ଯେ ସେ ବ୍ରତ କାହା ପାଇଁ ରଖିଥିଲେ । କିଛି ନାରୀଙ୍କ ପାଇଁ ପୂରା ନାରୀ ଜାତି ବଦନାମ୍ ହେଉଛି । ଶେଷରେ ସେ ଆଉ ଏକ କଥା କହିଥିଲେ ଯେ ସିଂହ ମାଂଶାସୀ ପ୍ରାଣୀ ସେ ଭୋକରେ ମରିଗଲେ ମଧ୍ୟ ଘାସ ଖାଇବ ନାହିଁ । କିନ୍ତୁ ଘୁଷୁରୀ ନଳାରେ ମୁହଁ ମାରିଥାଏ । ସେ ପ୍ରତ୍ୟେକ ସ୍ତ୍ରୀଙ୍କୁ ସିଂହ ଭଳିଆ ହେବାକୁ କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।