ଓଡିଶା ରେ ମାତ୍ର ୫ ହଜାର ଟଙ୍କା ମୂଲ୍ୟରେ ଆପଣଙ୍କୁ ମିଳିଯିବ ନୂଆ ଆଇଫୋନ୍ । ଏବେ ଆସନ୍ତୁ ଜାଣିବା କେଉଁଠି ଓ କିପରି ପାଇ ପାରିବେ ଆପଣ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାତ୍ର ୫ ହଜାର ଟଙ୍କା ମୂଲ୍ୟରେ ଆପଣଙ୍କୁ ମିଳିଯିବ ନୂଆ ଆଇଫୋନ୍ । ଏବେ ଆସନ୍ତୁ ଜାଣିବା କେଉଁଠି ଓ କିପରି ପାଇ ପାରିବେ ଆପଣ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସ୍ମାର୍ଟ ଫୋନ ଧରିଛନ୍ତି । ଆମ ଦୈନଦିନ ଜୀବନରେ ଫୋନ ଆମ ଶରୀରର ଏକ ଅଙ୍ଗ ହୋଇଯାଇଛି । ବୀନା ଫୋନରେ ଆମେ ମାନେ ରହିପାରିବା ନାହିଁ । ତେବେ ବନ୍ଧୁଗଣ ମୋବାଇଲ ଫୋନରେ ଅନେକ ବ୍ରାଣ୍ଡ ରହିଛି ହେଲେ ସେଥିମଧ୍ୟରୁ ଅନ୍ୟତମ ହେଉଛି ଆପେଲ୍ ଆଇଫୋନ । ଏହି ଫୋନଟି ଲୋକ ମାନଙ୍କର ପ୍ରାଇଭେସୀକୁ ବହୁତ ଭଲ ସୁରକ୍ଷା ଦେଇଥାଏ ଓ ଏହି ଫୋନର ଫିଚର୍ସ ମଧ୍ୟ ବହୁତ ଭଲ । 

 

ହେଲେ ବନ୍ଧୁଗଣ ଏହି ଫୋନର ଦାମ ବହୁତ ଅଧିକ ରହିଥାଏ ସେଥିପାଇଁ ବହୁତ କମ ଲୋକ ଏହି ଫୋନ କିଣି ପାରନ୍ତି । ଯଦି ଆପଣ ମାନଙ୍କୁ ଆଇଫୋନ ଧରିବାର ଇଛା ଅଛି ତା ହେଲେ ଆମେ ଆପଣ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ମଉକା ନେଇ ଆସିଛୁ ଯାହାଦ୍ୱାରା ଆପଣ ଶସ୍ତାରେ ଆଇଫୋନ କିଣି ପାରିବେ । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

 

ତେବେ ବନ୍ଧୁଗଣ ଶୀର୍ଷକ ପଢ଼ି ବିଶ୍ୱାସ ହେଉ ନଥିଲେ ମଧ୍ୟ କଥାଟି ପୂର୍ଣ୍ଣ ରୂପେ ସତ୍ୟ । ଏବେ ଆପଣ ମାନଙ୍କୁ ଓଡ଼ିଶାରେ ପୂରା ଦୁବାଇ ଭଳିଆ ଫିଲ୍ ଆସିବ । ମାତ୍ର ୫ ହଜାର ଟଙ୍କା ମୂଲ୍ୟରେ ଆପଣଙ୍କୁ ମିଳିଯିବ ଆଇଫୋନ୍ । ସେ ମଧ୍ୟ ପୁଣି ଏକଦମ୍ ଅରିଜିନାଲ୍ ସିଲ୍ ପ୍ୟାକ୍ ସହିତ । ତେବେ ବନ୍ଧୁଗଣ ଆଇଫୋନ ଏଭଳି ମୂଲ୍ୟରେ ଉପଲବ୍ଧ ହେଉଛି ଭୁବନେଶ୍ଵର ସିରିପୁର ଛକ ଉପରେ ମିଓଆମୋର୍ ସୋପ୍ ନିକଟରେ ଥିବା ସିଓରବାୟ ମୋବାଇଲ୍ ଦୋକାନରେ । ଆପଣ ଲୋକେସନ୍ ଗୁଗୁଲ୍ ମାଧ୍ୟମରେ ମଧ୍ୟ ଜାଣି ପାରିବେ  ଏବଂ ଏଠାରେ ହୋମ୍ ଡେଲିଭରିର ସୁବିଧା ମଧ୍ୟ ଅଛି । 

 

ସେଠାରେ ଆପଲ୍ କମ୍ପାନୀରୁ ସ୍ୱାପ୍ ୟୁନିଟ୍ ହେଇକି ଆସିଥିବା ବ୍ରାଣ୍ଡ ନ୍ୟୁ ଫୋନ୍ ସବୁ କମ୍ ଦାମରେ ଉପଲବ୍ଧ ହୋଇଥାଏ । ଅର୍ଥାତ୍ କିଛି ଫୋନ୍ ଭାଙ୍ଗିଗଲା ପରେ କମ୍ପାନୀ ତରଫରୁ ରିପ୍ଲେସ୍ ହେଇକି ଯେଉଁଟା ଆସିଥାଏ । ତେବେ ଫୋନ୍ ସହିତ ତାହାର ଆରିଜିନାଲ୍ ଚାର୍ଜର ମଧ୍ୟ ମିଳିବ । ୫ ହଜାର ଟଙ୍କାରୁ ଆରମ୍ଭ କରିକି ୧ ଲକ୍ଷ ପର୍ଯ୍ୟନ୍ତ ଫୋନ୍ ଅଛି । ଏହି ଦୋକାନ ୨୦୧୭ ରୁ ଆରମ୍ଭ ହୋଇ ଏବେ ପର୍ଯ୍ୟନ୍ତ ଚାଲିଛି । ଭଲ ଡିସକାଉଣ୍ଟ ରେ ଆପଲ ର ସମସ୍ତ ମୋବାଇଲ୍ ଲାପଟପ୍ ଏଠାରେ ଉପଲବ୍ଧ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *