ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , 342 ଟଙ୍କା ନିବେଶ କରି କିପରି 4 ଲକ୍ଷ ଟଙ୍କାର ସୁବିଧା ପାଇବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦାୟକ ବନ୍ଧୁ SBI ବ୍ୟାଙ୍କ୍ ତାର ଗ୍ରାହକ ମାନଂକ ପାଇଁ ଆଣିଛି ଏକ ନୂଆ ସ୍କିମ୍ ଯାହାକି ତାର ଗ୍ରାହକ ମାନଙ୍କୁ ବେଶ୍ ପସନ୍ଦ ଆସିଛି ।ବର୍ଷ କୁ ମାତ୍ର 342 ଟଙ୍କା ଜମା କଲେ ମିଳିବ 4 ଲକ୍ଷ ଟଙ୍କା ର ଫାଇଦା । SBI ବ୍ୟାଙ୍କ୍ ଗ୍ରାହକ ମାନଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ତେବେ ବର୍ତ୍ତମାନ ଗ୍ରାହକ ମାନଙ୍କୁ ଫାଇଦା ଯୋଗାଇବା ପାଇଁ ବ୍ୟାଙ୍କ୍ ଦେଉଛି ବଡ ଅଫର୍ ।
ତେବେ କରୋନା ପରେ ଲୋକ ମାନେ ବିମା ଉପରେ ଅଧିକ ଫୋକସ କରୁଛନ୍ତି । ତେବେ ସରକାର ଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକ ଲୋକ ମାନଂକ ପାଇଁ ଅନେକ ଅଫର୍ ଆଣୁଛନ୍ତି । ତେବେ ଦେଶ ର ସାର୍ବଜନୀନ କ୍ଷେତ୍ର ରେ ସବୁଠୁ ବଡ ବ୍ୟାଙ୍କ୍ ସବୁଠୁ କମ୍ ଟଙ୍କା ରେ ବୀମା ର ସୁବିଧା ଦେଉଛି ।
ତେବେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଵିମା ଯୋଜନା ଅନ୍ତର୍ଗତ ଗ୍ରାହକ ମାନଙ୍କୁ 4 ଲକ୍ଷ ଟଙ୍କା ର ଅଫର ଦେଉଛି ।ସୂଚନା ଅନୁଯାୟୀ ,ମାତ୍ର 342 ଟଙ୍କା ରେ ଗ୍ରାହକ ମାନେ 4 ଲକ୍ଷ ଟଙ୍କାର ଲାଭ ଉଠାଇ ପାରିବେ ।ତେବେ ଦେଶ ର ସବୁଠୁ ବଡ ବ୍ୟାଙ୍କ୍ SBI ବ୍ୟାଙ୍କ୍ ଏହି ସୂଚନା ପ୍ରଦାନ କରିଛି । ତେବେ ଏହି ସ୍କିମ ରେ 342 ଟଙ୍କା ନିବେଶ କରି 4 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।