ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାଜ୍ୟ ର କେଉଁ 5 ଟି ଜିଲ୍ଲା ପାଇଁ ବାତ୍ୟା ର ଭୟ ଦେଖା ଦେଲାଣି ।ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ତରଫ ରୁ ସାମ୍ନା କୁ ଆସିଛି ଏକ ବଡ ଖବର । ବାତ୍ୟା ଆସାନି ପ୍ରଭାବ ରେ ଆଣ୍ଡାମାନ ର ବିଭିନ୍ନ ଅଞ୍ଚଳ ରେ ହୋଇଛି ପ୍ର- ବ-ଳ ବର୍ଷା ।ତେବେ ବର୍ତ୍ତମାନ ଏହି ଅବପାତ ଟି ନେଉଛି ବାତ୍ୟା ର ରୂପ ।ତେବେ ଓଡ଼ିଶା ଉପରେ କିପରି ରହିବ ଏହାର ପ୍ରଭାବ ଆସନ୍ତୁ ଜାଣି ନେବା ।
ତେବେ ଆଣ୍ଡାମାନ ଉପରେ ସୃଷ୍ଟ ଲଘୁଚାପ ଟି ଅଧିକ ମାତ୍ରା ରେ ଘନୀଭୂତ ହେବା ସହ ଗଭୀର ଅବପାତ ରୂପ ଧାରଣ କରିବାର ଆଶଙ୍କା ରହିଛି । ତେବେ ଏହାର ପ୍ରଭାବ ରେ ବର୍ତ୍ତମାନ ଆଣ୍ଡାମାନ ରେ ଅଧିକ ରୁ ଅଧିକ ମାତ୍ରା ରେ ବର୍ଷା ହେଉଛି । ଧୀରେ ଧୀରେ ଏହା ଘନୀଭୂତ ହେବା ପରେ ଏହା ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ଦିଆ ଯାଇଛି ।
ତେବେ ଆଣ୍ଡାମାନ ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ।ପରବର୍ତ୍ତୀ ସମୟରେ ଏହା ଗଭୀର ରୂପ ନେବା ସହ ଏହା ପ୍ରଭାବ ରେ ଅଧିକ ମାତ୍ରା ରେ ବର୍ଷା ହୋଇଥିଲା । ତେବେ ଏହା ବ୍ୟତୀତ ଆଣ୍ଡାମାନ ଉପର ମିଆଁମାର୍ ଆଡ଼କୁ ଗତି କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ସୂଚନା ଅନୁଯାୟୀ ଏହା ମିଆଁମାର୍ ତଥା ଦକ୍ଷିଣ ବାଂଲାଦେଶ ରେ ସ୍ଥଳ ଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଅନ୍ୟ ପଟ ରେ ପାଣିପାଗ ବିଭାଗ ଦେଉଥିବା ସୂଚନା ଅନୁଯାୟୀ ରାଜ୍ୟ ର ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲା ରେ ହାଲୁକା ରୁ ମାଧ୍ୟମ ଧାରଣ ର ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।