ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ଘରେ ହେବ ଧନର ବର୍ଷା, ପ୍ରସନ୍ନ ହୋଇଯିବେ ମାତା ଲକ୍ଷ୍ମୀ – ଜାଣନ୍ତୁ। 

 

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି 5 ଟି କାମ ବିଷୟରେ ଯାହାକୁ ଗୁରୁବାର ଦିନ କରିବା ଦ୍ଵାରା ଘରୁ ସମସ୍ତ ପ୍ରକାରର ଅର୍ଥ ଜନିତ ସମସ୍ୟା ଦୂରେଇ ଯାଇଥାଏ ଏବଂ ଘରକୁ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଆପଣ ମାନେ ଜାଣିଛନ୍ତି ଯେ ଆଜିକାଲି ଦୁନିଆ ରେ ଅର୍ଥ ର କେତେ ଆବଶ୍ୟକତା ରହିଛି ।

 

 ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି ସେହି ମାନଙ୍କ ଘରେ ଧନ ର କୌଣସି ଅଭାବ ଦେଖା ଦେଇ ନଥାଏ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେହି ୫ଟି କାମ ବିଷୟରେ ଯାହାକୁ ଗୁରୁବାର ଦିନ କରିବା ଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧିତ ସବୁ ସମସ୍ୟାର ଅନ୍ତ ହୋଇଥାଏ।

 

ପ୍ରଥମ କଥା ଟି ହେଉଛି ଅର୍ଥ ଜନିତ ସମସ୍ତ କୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ ଓ ହଳଦିଆ ଜିନିଷ ଦାନ କରନ୍ତୁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ବହୁତ୍ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ବାସ କରିଥାନ୍ତି ।

 

ଦ୍ଵିତୀୟ କଥା ଟି ହେଉଛି ଗୁରୁବାର ଦିନ ଆପଣ ନିଜ ରାଶି ରେ ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗଵାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବୃହସ୍ପତି ଗ୍ରହ ଖୁସି ହୋଇଥାନ୍ତି ଏବଂ ଆପଣଙ୍କ ଗ୍ରହ ଦୋଷ ମଧ୍ୟ କଟିଯାଇଥାଏ।

 

 ତୃତୀୟ କଥା ଟି ହେଉଛି ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରିବା ସହ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କଲେ ଘର ଧନ ର ବର୍ଷା ହୋଇଥାଏ ।

 

 

ଚତୁର୍ଥ କଥା ଟି ହେଉଛି ଗୁରୁବାର ଦିନ ହଳଦୀଆ ପୋଷାକ ପିନ୍ଧିବା ସହ ମାତା ଲକ୍ଷ୍ମୀଙ୍କୁ ହଳଦୀଆ ରଙ୍ଗର ଫୁଲ ଚନ୍ଦନ ଏବଂ ପ୍ରସାଦ ଅର୍ପଣ କରିବା ଦ୍ୱାରା ବହୁତ୍ ଶୁଭ ହୋଇଥାଏ ।

 

ପଞ୍ଚମ କଥା ଟି ହେଉଛି ପ୍ରତ୍ୟେକ ଗୁରୁବାର ଦିନ ଭଗବାନ୍ ବିଷ୍ଣୁ ଙ୍କ ର ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ରୁ ମୁକ୍ତି ମିଳିଥାଏ । ଏହା ସହିତ ମଧ୍ୟ ଅନେକ ସମସ୍ୟା ଦୂର ହୋଇଥାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *