ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ରୁ କେଉଁ ବଡ ସୂଚନା ସାମ୍ନା କୁ ଆସିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ପାଣିପାଗ ବିଭାଗ ତରଫ ରୁ ଏବେ ଏବେ ସାମ୍ନା କୁ ଆସୁଛି ଏକ ବଡ ଖବର । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ କେଉଁ ସବୁ ସୂଚନା ଦେଇଛି ,ଆସନ୍ତୁ ଜାଣି ନେବା । ପାଣିପାଗ ବିଭାଗ ର ସୂଚନା ଅନୁସାରେ , ଓଡ଼ିଆ ଆଡ଼କୁ ମାଡି ଆସୁଛି ଏକ ଘୂର୍ଣ୍ଣିବଳୟ ।ଏହା ମଧ୍ୟ ସୂଚନା ରହିଛି ଯେ ଏହାର ବେଶୀ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।
ସୂଚନା ଅନୁଯାୟୀ ,ବର୍ତ୍ତମାନ ଏହି ବାତ୍ୟା ଟି ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହି ବାତ୍ୟା ଟି ଏ ପର୍ଯ୍ୟନ୍ତ ଅଧିକ ସକ୍ରିୟ ହୋଇ ନାହିଁ ବୋଲି ମଧ୍ୟ ସୂଚନା ରହିଛି ।କିନ୍ତୁ ପରବର୍ତ୍ତୀ ସମୟ ରେ ଏହା ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ତେବେ ଏହା ପ୍ରଭାବ ରେ ରାଜ୍ୟ ର ଅନେକ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଏଥିପାଇଁ ମଧ୍ୟ ଲୋକ ମାନଙ୍କୁ ସତର୍କ କରାଯାଇଛି । ତେବେ ବର୍ତ୍ତମାନ ସମୟ ରେ ଏହି ବାତ୍ୟା ଟି ଅଧିକ ରୁ ଅଧିକ ଘନୀଭୂତ ହୋଇ ସମୁଦ୍ର ମଧ୍ୟରେ ବଳ ଗୋଟାଇବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ପାଣିପାଗ ବିଭାଗ ସୂଚନା ଜାରି କରିଥିବା ବେଳେ ଲୋକ ମାନଙ୍କୁ ମଧ୍ୟ ସତର୍କ କରାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଛି । ଏହା ପ୍ରଭାବରେ ଅନେକ ସ୍ଥାନ ରେ ବର୍ଷ ହେବା ସହିତ ସ୍ୱଳ୍ପ ମାତ୍ରା ରେ ପବନ ବହିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ଏହା କେବଳ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ। ଆଉ ଏଥିପାଇଁ ମଧ୍ୟ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି ଏବଂ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।