ଦେଖନ୍ତୁ କେମିତି ରାଜଧାନୀ ରେ ରାତି ହେଲେ ବଢୁଛି ତାତି । ଦେଖ ଏହି Exclusive ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରାଜଧାନୀରେ ଏପରି ଭାବରେ ଦେଖିବାକୁ ସୁନ୍ଦରୀ ଙ୍କ ଭିଡ , କାରଣ ପଚାରିବାକୁ ଏଭଳି ଆଶ୍ଚର୍ଯ୍ୟଜନକ ଉତ୍ତର ଦେଲେ ସୁନ୍ଦରୀ ମାନେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ, ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

 

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସା-ଇ-ଟ୍ ରେ ବିଜି। ଏବେବି ସୋ-ସି-ଆ-ଲ୍ ମି-ଡି-ଆରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି ଯେଉଁଥିରେ କି ଲୋକମାନେ ଅନେକ କଥା ଶିଖିବାକୁ ମଧ୍ୟ ପାଇ ଥାଆନ୍ତି। 

 

ଅନେକ ସମୟରେ ଆମେମାନେ ସୋ-ସି-ଆ-ଲ୍ ମି-ଡି-ଆରେ କିନ୍ନର ମାନଙ୍କ ଭିଡିଓ, ଫଟୋ ଏବଂ ଖବର ମଧ୍ୟ ଦେଖିଥାଉ। ତେବେ ଏହି କିଛି ଦିନ ତଳେ ଏକ ଭିଡିଓ ଦେଖିବାକୁ ମିଳିଥିଲା।ଯେଉଁଥିରେ କି ରାତି ବଢିଲା ପରେ କିନ୍ନର ମାନେ ସଜବାଜ ହୋଇ ରାଜଧାନୀର ରାସ୍ତାରେ ଦେଖିବାକୁ ମିଳନ୍ତି। ଏହାପରେ ସେମାନଙ୍କୁ ଦେଖି ରିପୋର୍ଟର ମାନେ ସେମାନଙ୍କ ପାଖକୁ ଯାଇଥିଲେ, ହେଲେ ସେମାନେ କ୍ୟାମେରା ଠାରୁ ଦୂରେଇ ଦୂରେଇ ରହୁଥିଲେ। 

 

ଏହାପରେ ସେମାନେ ଭ-ୟ-ଭୀ-ତ ଏବଂ କୋ-ହ-ଭ-ରା କଣ୍ଠରେ ଗୋଟିଏ କଥା କହିଥିଲେ, ଇଏ ଆମର ଦୈନନ୍ଦିନ କାମ ଆଜ୍ଞା। ଆମେ ବଞ୍ଚିବୁ କେମିତି, ଆମେ ଖାଇବୁ କଣ, ସରକାର ଆମ ପାଇଁ ସବୁବେଳେ ନୀରବ। ସରକାରଙ୍କୁ ଏତିକି ଜଣାଉଛୁ ଯଦି ସରକାର ଏହି କିନ୍ନର ମାନଙ୍କ ପ୍ରତି କିଛି ଉନ୍ନତ ମୂଳକ ପଦକ୍ଷେପ ଗ୍ରହଣ କରନ୍ତି, ତାହାହେଲେ କୌଣସି ବି କିନ୍ନର ରାତ୍ରୀର ଅନ୍ଧକାରରେ ରାଜରାସ୍ତାରେ ଏଭଳି କାମ କରିବାକୁ ଯିବନି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *