ନୂଆ ସ୍ୱର ରୁ ବିଦା ହେଲେ Viral Boy ସାନ୍ତନୁ | ଗଲା ବେଳେ ଏମିତି କାନ୍ଦି କାନ୍ଦି କହି ଦେଇଗଲେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଇରଲ ବୟ ଶାନ୍ତନୁ ଙ୍କୁ ନେଇ ଆସିଲା ଦୁଃଖଦ ଖବର,ନୂଆ ସ୍ୱର ସୋ ରୁ ବିଦାୟ ନେଲେ ଶାନ୍ତନୁ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଡ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । 

 

କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଡ ପାଇଁ ସାରା ବିଶ୍ବରେ ଚର୍ଚ୍ଚିତ ହେଉଛନ୍ତି।ତେବେ ନିକଟରେ ଶାନ୍ତନୁ ଏହି ରିଆଲିଟି ସୋ ରେ ଗୀତ ଗାଇ ଧମାଲ ମଚାଇ ସୋସିଆଲ ମିଡିଆରେ ଭାଇରାଲ୍ ହେଇ ଯାଇଥିଲେ।ସେ ଅନେକ ଚ୍ୟାନେଲ ରେ ଗୀତ ମଧ୍ୟ ଗାଇଥିଲେ ଆଉ ଦର୍ଶକ ମାନଙ୍କୁ ମଧ୍ୟ ତାଙ୍କ ଗୀତ ବେଶ୍ ଭଲ ଲାଗିଥିଲା।ତେବେ ସାନ୍ତନୁ ବୋଲିଥିବା ଗୀତକୁ ଦର୍ଶକ ମାନେ ଓଡ଼ିଶାର ବିଶିଷ୍ଟ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା କରିଥାନ୍ତି।ସେ ମଧ୍ୟ ହିନ୍ଦୀ ରିଆଲିଟି ସୋ ରେ ଗୀତ ଗାଇଛନ୍ତି।

 

ମାତ୍ର ଶାନ୍ତନୁଙ୍କୁ ନେଇ ଆସିଛି ଏକ ଦୁଃଖ ଖବର, ଆପଣ ଓଡ଼ିଶାର ନୂଆସୁର ମଞ୍ଚରେ ଆପଣ ଆଉ ଦେଖିବାକୁ ପାଇବେ ନାହିଁ ସାନ୍ତନୁ କୁମାରଙ୍କୁ।ଏହା ତାଙ୍କର ଫ୍ୟାନ ମାନଙ୍କ ପାଇଁ ଏକ ବହୁତ ବଡ଼ ଦୁଃଖର ଖବର ହୋଇଛି।ତେବେ ସାନ୍ତନୁ ଓଡ଼ିଶାର ଭାଇରାଲ ବଏ ନାମରେ ପରିଚିତ ଥିଲେ ଗଲା ରାଉଣ୍ଡରୁ ସେ ରିଜେକ୍ଟ ହୋଇଛନ୍ତି ଯାହା ଫଳରେ ସେମି ଫାଇନାଲକୁ ସିଲେକ୍ଟ ହୋଇ ପାରିନାହାନ୍ତି।

 

ସାନ୍ତନୁ ଗଲା ରାଉଣ୍ଡରେ ଏକ ମାୟାବିନୀ ଗୀତ ଗାଇଥିଲେ।ତାଙ୍କ ଆକ୍ସନ ଏବଂ କଥା କହିବର ଷ୍ଟାଇଲ ଲୋକମାନେ ବେଶ ପସନ୍ଦ କରୁଥିଲେ।ତେବେ ଲୋକମାନେ ଚାହିଁ ବସିଥାନ୍ତି ସାନ୍ତନୁଙ୍କ ଗୀତ ଶୁଣିବା ପାଇଁ।ତାଙ୍କୁ ଜଜ କହିଥିଲେ ତୁମ ଗୀତ ଅପେକ୍ଷା ଆକ୍ଟିଙ୍ଗ ବହୁତ ଭଲ ହେଉଛି।ତୁମେ ଯାହା କରିବ ଗୋଟେ ଲାଇନରେ କର।ସାନ୍ତନୁ କହିଥିଲେ ମୁଁ ଗୀତ ଗାଇବି ଏବଂ ଏହା ସହିତ ହିରୋ ହେବି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *