ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସିଙ୍ଗର ଅର୍ପିତା ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ ଶାନ୍ତନୁ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ହୋଲି ଉପଲକ୍ଷେ ସିଦ୍ଧାର୍ଥ ଏଫ୍ ଏମ୍ ପକ୍ଷରୁ ” ଏଥର ହୋଲି ମ୍ୟୁଜିକାଲି” ନାମ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ସେହି କାର୍ଯ୍ୟକ୍ରମ ରେ ଅନେକ ଗାୟକ ଏବଂ ଗାୟିକା ମାନେ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମ କୁ ସମସ୍ତେ ବେଶ୍ ଆନନ୍ଦ ର ସହ ଉପଭୋଗ କରିଥିଲେ ।ତେବେ ସେହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଦୁଇ ବେଶ୍ ପରିଚିତ ସିଙ୍ଗର ଅର୍ପିତା ଚୌଧୁରୀ ଏବଂ ପ୍ରଜ୍ଞା ହୋତା ।
ସେଠାରେ ସେମାନେ ପିଲାଙ୍କ ଗୀତ କୁ ଶୁଣି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁତ୍ ଭଲ ଭଲ କମେଣ୍ଟ ମଧ୍ୟ ଦେଉଥିଲେ। ତେବେ ଆପଣ ମାନେ ତ ପ୍ରାୟ ଓଡ଼ିଶା ର ଜଣେ ଜଣାଶୁଣା ସିଙ୍ଗର ଅର୍ପିତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେହି କାର୍ଯ୍ୟକ୍ରମ ରେ ସେ ଯୋଗଦେଇ ଏକ ସୁପରହିଟ ଗୀତ ଗାଇଥିଲେ । ସେହି କାର୍ଯ୍ୟକ୍ରମରେ ସେ ଗାଇଥିବା ଗୀତ ଟି ହେଉଛି ,ମୋବାଇଲ୍ ରୁ ନମ୍ବର୍ ତୋର ଡିଲିଟ କରିଦେଲି, ମୋ ହାର୍ଟରୁ ମେମୋରି କାର୍ଡ ତୋର କାଢିଦେଲି ।
ଅର୍ପିତା ଙ୍କ ଗୀତ ରେ ତାଙ୍କ ସହ ଷ୍ଟେଜ ରେ ନାଚିଥିଲେ ଭାଇରାଲ ବୟ ଶାନ୍ତନୁ। ତେବେ ଭାଇରାଲ ବୟ ଶାନ୍ତନୁ ଅର୍ପିତା ଙ୍କ ହାତ ଧରି ନାଚିଥିଲେ । ଅର୍ପିତା ଙ୍କ ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଶାନ୍ତନୁ । ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଏହାର ବେଶ୍ ମଜା ନେଇଛନ୍ତି ।ଶାନ୍ତନୁ ଙ୍କ ଡାନ୍ସ ଦେଖ୍ ସମସ୍ତେ ଅର୍ପିତା ଙ୍କ ଗୀତ ସହିତ ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।