World Cup ରେ India Vs Pakistan ମ୍ୟାଚ ବାତିଲ । ଜାଣନ୍ତୁ କଣ ହେଲା ଅସୁବିଧା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’; ଜାଣନ୍ତୁ କାହିଁକି ଟ୍ୱିଟରରେ ଏଭଳି ଦାବି କରୁଛନ୍ତି ଲୋକେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଲୋକ ଙ୍କ ମନରଞ୍ଜନ ପାଇଁ ଅନେକ ପ୍ରକାର ବ୍ୟବସ୍ତା ରହିଛି। ତେବେ ଆମ ଦେଶ ରେ ଖେଳ କୁ ଅଧିକ ଗୁରୁତ୍ୱ ଦିଆ ଯାଏ। ଆମ ଦେଶ ରେ ଅନେକ ଭଲ ଭଲ ଖେଳାଳି ଅଛନ୍ତି , ଯେଉଁ ମାନେ କି ଆମ ଦେଶ ପାଇଁ ଖେଳି ଗୌରବ ଆଣି ଦେଉଛନ୍ତି। ଯାହା ପାଇଁ ଦେଶ ବିଦେଶ ରେ ଆମ ଦେଶ ରାଜ୍ୟ ର ନାମ ହେଉଛି। ତେବେ ଆମ ଦେଶ ରେ ଥିବା କ୍ରିକେଟ ଦଳ ଦେଶ ପାଇଁ ଖେଳି ଦେଶର ଗୌରବ ବଢା଼ଉଛନ୍ତି। ତେବେ ଦିନ କୁ ଦିନ କ୍ରିକେଟ ଖେଳ ପ୍ରତି ଲୋକ ଙ୍କ ଭଲ ପାଇବା ବଢିବା ରେ  ଆକ୍ରୁଷ୍ଟ  ହୋଇ ,କ୍ରିକେଟ ଖେଳିବା ପାଇଁ କୋଚିଂ ନେଉଛନ୍ତି। ଆଉ ତା ସହ ନିଜର ଭଲ ପ୍ରଦର୍ଶନ ଯୋଗୁ ଇଣ୍ଡିଆ ଟିମ ରେ ସ୍ଥାନ ପାଉ ଛନ୍ତି। 

 

ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ ।  ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ- ପାକିସ୍ତାନ । ଭାରତ ତାର ପ୍ରଥମ ମୁକାବିଲା ରେ ପାକିସ୍ତାନ ସହ ଖେଳିବ । କାହିଁ କେଉଁ କାଳରୁ ଭାରତ ପାକିସ୍ତାନ ବି-ବା-ଦ ଲାଗି ରହିଛି।ହେଲେ ଏବେ ଏହି ମ୍ୟାଚକୁ ରଦ୍ଦ କରିବା ପାଇଁ ପ୍ରଶଂସକମାନେ ଦାବି କରିଛନ୍ତି । ଟ୍ୱିଟରରେ ଏବେ ଟ୍ରେଣ୍ଡ କରୁଛି, ଭାରତ-ପାକିସ୍ତାନ ମ୍ୟାଚକୁ ବନ୍ଦ୍ କରାଯାଉ । ଗତ କିଛି ଦିନ ମଧ୍ୟରେ ଆ-ତ-ଙ୍କ-ବା-ଦୀଙ୍କ ଆ-କ୍ର-ମ-ଣ ବଢ଼ିଥିବାରୁ ଏପରି ଟ୍ରେଣ୍ଡ କରୁଥିବା ଜଣାପଡିଛି । ପୁର୍ବରୁ ଜଣେ ଜାମ୍ମୁ ର ସାଧାରଣ ନାଗରିକ ଆ-ତ-ଙ୍କ-ବା-ଦୀ ଙ୍କ ଗୁ-ଳିରେ ଆର ପାରି କୁ ଚାଲି ଯାଇଥିଲେ।

 

ଜମ୍ମୁ-କଶ୍ମୀରରେ ପାକିସ୍ତାନ ଆ-ତ-ଙ୍କ-ବା-ଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି ।ତେବେ ସେହି ବ୍ୟକ୍ତି ଜଣକ ଜଣେ ଗୁପଚୁପ ବ୍ୟବସାୟୀ ବୋଲି ଜଣା ପଡ଼ିଥିଲେ । ବାଙ୍କାରେ ରହୁଥିବା ଏହି ମୃ-ତ-କ ଙ୍କ ପିତା ବର୍ତ୍ତମାନ ଟି -୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ବାତିଲ କରିବାକୁ ଦାବି କରିଛନ୍ତି। ସରକାରଙ୍କୁ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ସହ ନିଜ ପୁଅର ମୃତ୍ୟୁ ପାଇଁ ସେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ଆ-ତ-ଙ୍କ-ବା-ଦୀ ଙ୍କ ର ଏପରି କାର୍ଯ୍ୟକଳାପ ପାଇଁ ଲୋକ ମାନେ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

 

Leave a Reply

Your email address will not be published. Required fields are marked *