ଦର୍ଶକ ବନ୍ଧୁ ଚଳଚ୍ଚିତ୍ର ଜଗତ ରୁ ଏବେ ଏବେ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । କଳା , ସଂସ୍କୃତି ଓ କଳାକାର ଙ୍କୁ ନେଇ ଆମ ଓଡ଼ିଆ ସିରିଏଲ୍ ଜଗତ ଓ ସିନେମା ଜଗତ ଗଢା । ଏଥି ମଧ୍ୟରେ ଅନେକ ଦେଶ ରେ ଅନେକ ଚଳଚ୍ଚିତ୍ର ଜଗତ ଅଛି । ସେଥି ମଧ୍ୟରୁ ବଙ୍ଗାଳୀ ଚଳଚ୍ଚିତ୍ର ଜଗତ ହେଉ କିମ୍ବା ଓଡ଼ିଆ ଚଳଚ୍ଚିତ୍ର ଜଗତ ସବୁଥୀରେ କଳାକାର ମାନଙ୍କ ଅଭିନୟ କୁ ଲୋକ ମାନେ ବେଶ୍ ଭଲ ଭାବରେ ଦେଖିଥାନ୍ତି ଓ ପସନ୍ଦ କରିଥାନ୍ତି ।
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଚଳଚ୍ଚିତ୍ର ଜଗତ ରୁ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ତେବେ ବର୍ତ୍ତମାନ ସମୟ ରେ ବଙ୍ଗାଳୀ ର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀ ଙ୍କ ଦେ-ହା-ନ୍ତ ହୋଇ ଯାଇଛି ।ତେବେ ଅଭିଷେକ ଚାଟାର୍ଜୀ ହେଉଛନ୍ତି ବଙ୍ଗାଳୀ ଚଳଚ୍ଚିତ୍ର ଜଗତ ର ଜଣେ ଜଣାଶୁଣା ଅଭିନେତା । ତେବେ ସେ ମାତ୍ର 58 ବର୍ଷ ବୟସ ରେ ସବୁ ଦିନ ପାଇଁ ଆଖି ବୁଝି ଦେଇଛନ୍ତି ।
ତେବେ ସେ ପଥ ଲୋକ ଚଳଚ୍ଚିତ୍ର ରୁ ନିଜ ଅଭିନୟ ଜଗତ ର କ୍ୟାରିଅର ଆରମ୍ଭ କରିଥିଲେ । ଅନେକ ସମୟ ରେ ସେ ଅନେକ ଭଲ ଭଲ ସିନେମା ଦେଇଛନ୍ତି । ତେବେ ସେ ଜଣେ କିମ୍ବଦନ୍ତୀ ଅଭିନେତା ଥିଲେ । ତେବେ ସେ ରୋଗ ରେ ପୀଡିତ ଥିବାର ସୂଚନା ମିଳିଥିଲା । ନିଜ ଜୀବନ ସହ ଲଢ଼ି ଲଢ଼ି ଶେଷ ରେ ସେ ଆଖି ବୁଝି ଦେଇଛନ୍ତି ।
ତେବେ ଏହି ଅଭିନେତା ଙ୍କ ଅଭୀନୟ କୁ ଲୋକ ମାନେ ବେଶ୍ ପସନ୍ଦ କରୁଥିଲେ । ଆଉ ବର୍ତ୍ତମାନ ସମୟ ରେ ତାଙ୍କର ଦେହାନ୍ତ ଯୋଗୁଁ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଅଭିନେତା ଙ୍କ ପାଇଁ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ବଙ୍ଗଳା ସିନେମା ଜଗତ ଶୋକ ପ୍ରକାଶ କରିଛି । ତେବେ ରଚନା ବାନାର୍ଜୀ ବର୍ତ୍ତମାନ ତାଙ୍କ ପାଇଁ ବହୁତ ଦୁଃଖିତ ହୋଇଛନ୍ତି ଏବଂ ଭୋ ଭୋ ହୋଇ କାନ୍ଦୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।