ରେସନ କାର୍ଡ କୁ ନେଇ PM ମୋଦି କରିଲେ ବଡ ଘୋଷଣା – ଜାଣିଲେ ଆପଣ ବି ଖୁସି ହୋଇଯିବେ – ରାସନ କାର୍ଡ ଥିଲେ ନିଶ୍ଚୟ ପଢନ୍ତୁ

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ବର୍ତ୍ତମାନ ସମୟ ରେ ରାସନ୍ କାର୍ଡ କୁ ନେଇ ସରକାର ଙ୍କ ତରଫ ରୁ କେଉଁ ଖୁସି ଖବର ସାମ୍ନା କୁ ଆସିଛି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାସନ୍ କାର୍ଡ କୁ ନେଇ ସରକାର ଙ୍କ ତରଫ ରୁ ସାମ୍ନା କୁ ଆସିଛି ଏକ ବଡ ଖୁସି ଖବର । ତେବେ ଆମ ଦେଶ ରେ ରାସନ୍ କାର୍ଡ ଜରିଆରେ ସରକାର ଲୋକ ମାନଙ୍କୁ ରାସନ୍ ସାମଗ୍ରୀ ଠୁ ଆରମ୍ଭ କରି ସବୁ କିଛି ଦେଉଛନ୍ତି । ଏମିତିକି ଏହି କାର୍ଡ ରେ ମଧ୍ୟ ବ୍ୟକ୍ତି ର ପରିଚୟ ମଧ୍ୟ ରହିଥାଏ ।

ଆଉ ଯେଉଁ ମାନଙ୍କ ପାଖରେ ରାସନ୍ କାର୍ଡ ଥାଏ ,ସରକାର ଙ୍କ ତରଫ ରୁ ମିଳୁଥିବା ସୁବିଧା ସୁଯୋଗ ର ଫାଇଦା ଉଠାଇ ପାରିଥାନ୍ତି ଏବଂ ଯେଉଁ ଲୋକ ମାନଙ୍କ ପାଖରେ କାର୍ଡ ନଥାଏ ସେମାନଙ୍କୁ କୌଣସି ପ୍ରକାରର ସୁବିଧା ସୁଯୋଗ ମିଳି ନଥାଏ । ଯେଉଁ ମାନଙ୍କ ପାଖରେ ଏହି କାର୍ଡ ରହିଥାଏ ,ସେମାନଙ୍କ ପାଇଁ ଏଲପିଜି,ପାସପୋର୍ଟ , ତଥା ଅନ୍ୟାନ୍ୟ ସ୍ଥାନ ମାନଙ୍କ ରେ ଦରକାର ହୋଇଥାଏ ।

ଜଣାଇ ରଖୁଛୁ ଯେ ,ବର୍ତ୍ତମାନ ସମୟ ରେ ରାସନ୍ କାର୍ଡ ବନାଇବା ବହୁତ୍ ସହଜ ହୋଇ ଯାଇଛି । ତଥାପି ବର୍ତ୍ତମାନ ସମୟ ରେ ସରକାର ଏମିତି ଏକ ନୂଆ ତରିକା ଆଣିଛନ୍ତି ,ଯାହା ଦ୍ଵାରା କି ରାସନ୍ କାର୍ଡ ବନାଇବା ଆହୁରି ସହଜ ହୋଇ ପଡ଼ିଛି। ବର୍ତ୍ତମାନ ସମୟ ରେ ରେସନ କାର୍ଡ ଭୁକ୍ତ ହେବା ପାଇଁ ବେସି କିଛି କରିବା ପାଇଁ ପଡିବ ନାହିଁ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେହି ତରିକା ବିଷୟରେ ।

ଦର୍ଶକ ବନ୍ଧୁ ଜାଣି ରଖନ୍ତୁ ଯେ ,ବର୍ତ୍ତମାନ ଆପଣ ମାନେ ମାତ୍ର 5 ଟଙ୍କା ରୁ 45 ଟଙ୍କା ମଧ୍ୟ ରେ ଏହି କାର୍ଡ ବନେଇ ପାରିବେ । ଏହାକୁ ଆବେଦନ କରିବା ପାଇଁ ପ୍ରଥମେ ରେସନ କାର୍ଡ ଫର୍ମ ତଥା କଲର ପାସଫୋଟ ର ଆବଶ୍ୟକତା ପଡ଼ିବ । ଏହାପରେ ଆପଣ ସେହି ଫର୍ମ କୁ ପୂରଣ କରିବେ । ଦର୍ଶକ ବନ୍ଧୁ ରେସନ କାର୍ଡ ବନେଇବା ପାଇଁ ଦରକାର ହେଉଥିବା ଦସ୍ତାବିଜ ବିଷୟରେ ଜାଣି ରଖନ୍ତୁ । ପ୍ରଥମେ ପାଣି ବିଜୁଳି ବିଲ ,ନିଜ ସମ୍ପତ୍ତି ର କିଛି କାଗଜ ପତ୍ର ,ଗାଁ ର ସରପଞ୍ଚ ହାତର ଲେଖା ତଥା ଏଥି ପାଇଁ ମିଳୁ ଥିବା ଫର୍ମ ଓ କଲର ପାସଫର୍ଟ ଫୋଟ ଇତ୍ୟାଦି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *