ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଯୁବକ ଯୁବତୀଙ୍କ ପ୍ରେମଭରା ଭିଡ଼ିଓ କଲ୍ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖୁଥିବେ।କିଛି କିଛି ଭିଡିଓ ଲୋକମାନଙ୍କୁ ପସନ୍ଦ ଆସିନଥାଏ।ଯାହାକି ନିନ୍ଦା କରିଥାନ୍ତି।ଏବଂ ଆଉ କିଛି ଭିଡିଓ ପସନ୍ଦ ଲାଗୁଥିଲେ ଭିଡିଓ କୁ ଲାଇକ କରି ଭାଇରାଲ କରେଇଥାନ୍ତି।ମଜାଳିଆ ଭିଡିଓ ଦେଖିବା ପାଇଁ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ।ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଲୋକମାନେ ଦେଖି ବହୁତ ନିନ୍ଦା କରିଛନ୍ତି। କିନ୍ତୁ ଆଜିକାଲି ପିଲାମାନେ କାହାକୁ ଖାତିର କରୁ ନାହାନ୍ତି।ପ୍ରେମରେ ଅନ୍ଧ ହୋଇଯାଉଛନ୍ତି।ବର୍ତ୍ତମାନ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସେଥିରେ ଜଣେ ଯୁବତୀ ଭିଡିଓ କଲ୍ ରେ ଏକ ଯୁବକ ଙ୍କ ସହିତ କଥା ହେଉଥିଲେ।ସେ ଯାହା କଥା ହେଉଥିଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ ଙ୍କ ସହିତ କଥା ହେଉଛନ୍ତି।
ତେବେ ଝିଅଟି ପୁରୁଷ ଜଣକୁ କହୁଛନ୍ତି କି ମୋ ଆଖିକୁ ଅନେଇକି ରୁହ।ତେବେ ଝିଅ ଟି କହୁଚି କି ଆଜି ତାଙ୍କ ବାହାଘର ଆଉ କାହା ସହ ହେଇଗଲା । ପୁଋଷ ଜଣକ କହିଛନ୍ତି କି ଦୁନିଆରେ କେତେ ଝିଅ ଆସିବେ କେତେ ଯିବେ ।ଝିଅଟି କହୁଚି ତୁମକୁ ଝିଅ ମିଲିଯିବେ ହେଲେ ମୋତେ ତୁମ ଭଳି ପୁଅ ମିଳିବନି।ତେବେ ପୁରୁଷ ଜଣକ କହୁଛନ୍ତି ମୁଁ ତ ଗରିବ ଲୋକ ତୁମକୁ ଆହୁରି ଭଲ ମିଳିବେ।ଝିଅ ଟି କହୁଛନ୍ତି କି ଧନୀ ଗରିବ ତୋ ରହିଥିବ ହେଲେ ତୁମେ ତ ମୋତେ ବହୁତ୍ ଭଲ ପାଅ ନା । ତେବେ ପୁରୁଷ ଜଣକ କହୁଛନ୍ତି ମୁଁ ତୋ ବେଶୀ ପଢ଼ିନି ତୁମେ ପଢା ପିଲା ।ଝିଅ ଜଣକ କହିଛନ୍ତି ମୁ ଅଷ୍ଟମ ଯାଏଁ ପଢ଼ିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।