ପୁରୀରେ ଭାସୁଛି ଅଲୋକୀକ ଘଟଣା । ଭିଡ଼ିଓ ଦେଖିଲେ ହେଉଛି ମନସ୍କାମନା ପୂରଣ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପୁରୀ ର କେଉଁ ସ୍ଥାନ ରୁ ମିଳିଛି ଏହି ଅ-ଲୌ-କି-କ ପଥର ଟି ଯାହା କି ପାଣି ରେ ଭାସୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୁରୀ ରେ ଅଲୌକିକ ଘଟଣା – ମିଳିଥିବା ଏକ ପଥର ପାଣି ରେ ଭାସୁଛି। ଏହା ଏକ ସାଧାରଣ ପଥର ନୁହେଁ କେହି କେହି ତ କହୁଛନ୍ତି ଯେ ଏହା ରାମ ସେତୁ ପଥର । ଏହା ପଛରେ ଯେଉଁ ବୈ-ଜ୍ଞା-ନି-କ କାରଣ ରହିଛି ତାହା ଜଣା ପଡିନାହିଁ । ଭି-ଡି-ଓ ରେ ଏହା ଦେଖିବାକୁ ମିଳୁଛି ଯେ ପଥର ଟି ପାଣି ରେ ଭାସିବାକୁ ଲାଗୁଛି ,ଯାହାକି ଏବେ ସୋସିଆଲ ମି-ଡି-ଆ ରେ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

 

ପୁରୀ ର ଲୋକଙ୍କୁ ପଚରା ଯିବାରୁ ସେମାନେ ଏହା କହୁଛନ୍ତି ଯେ ଗତ କାଲି ସେ ବିସର୍ଜନ କରିବାକୁ ଯେତେବେଳେ ସମୁଦ୍ର କୁ ଯାଇଥିଲେ ସେଠାରେ ସେମାନେ ଦେଖିଥିଲେ ହି ଏହି ପଥର ଟି ସମୁଦ୍ର ରେ ଭାସୁଥିଲା । ସେହି ଲୋକ ମାନେ ସେଠାରୁ ସେହି ପଥର ଟି କୁ ଆଣି ପରୀକ୍ଷା କରିବା ପାଇଁ ମା-ର୍କ-ଣ୍ଡ ପୋଖରୀ ରେ ପକାଇ ଦେଖିଲେ ଯେ ପଥର ଟି ଭାସିବାକୁ ଲାଗିଲା , ସେମାନେ ଏହାକୁ ଦେଖି ଆ-ଶ୍ଚ-ର୍ଯ୍ୟ ହୋଇଗଲେ । 

 

ଏହା ମଧ୍ୟ ସେ କହିଥିଲେ ଯେ ତ୍ରେତୟା ଯୁଗ ରେ ହୋଇ ଥିବା ରାମ ସେତୁ ର ପଥର ଗୁଡ଼ିକ ଭାସି ଯାଇଥିଲା ହୁଏତ ଏହା ସେଥି ମଧ୍ୟରୁ ଏକ ପଥର । ଏହି ପଥର ଟି କୁ ବର୍ତ୍ତମାନ ବି-ଜ୍ଞା-ନ ଗାର କୁ ପଠା ଯାଉ ଏବଂ ପରୀକ୍ଷା କରାଯାଇ ଦେଖାଯାଉ ଏହି ପଥର ଟି ଭିତରେ ପ୍ରକୁତ ରେ କଣ ରହିଛି । ଏହା କହିଛନ୍ତି ଯେ ସେହି ପଥର କୁ ଯଦି ଅତି ନିକଟ ରୁ ଦେଖା ଯିବ ତାହେଲେ ସେଥିରେ ଏକ ହନୁମାନ ଙ୍କ ର ପ୍ର-ତି-ବି-ମ୍ବ ମଧ୍ୟ ଦେଖା ଯାଉଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *