ହେ ଭଗବାନ ରୂପାଙ୍କୁ ନେଇ ଆସିଲା ବଡ ଦୁଃଖଦ ଖରାପ, ହଠାତ୍ ରୂପାଙ୍କର ଏମିତି ହେଇଗଲା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୂପାଙ୍କୁ ନେଇ ଆସିଲା ବଡ ଦୁଃଖଦ ଖରାପ, ହଠାତ୍ ରୂପାଙ୍କର ଦେହ ହୋଇଗଲା ଖରାପ ଏହାପରେ କଣ ହେଲା ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ରୂପା ଓ ପିଣ୍ଟୁ କୁ ତ ଆପଣ ମାନେ ଭଲ ସେ ଚିହ୍ନି ଥିବେ ।ତେବେ ତାଙ୍କ ଚ୍ୟାନେଲକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ଦେଇଥାନ୍ତି।ସେ ନିଜ ଚ୍ୟାନେଲରେ ପ୍ରତିଦିନର ତାଙ୍କର ଦୈନଦିନ ଜୀବନରେ କଣ କରନ୍ତି ସେହି ଭିଡିଓ ଅପଲୋଡ଼ କରିଥାନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।ତେବେ ଆଜି ଆମେ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ।

 

ତେବେ ଆପଣମାନେ ରୁପା ପିଣ୍ଟୁଙ୍କୁ ଟିକ ଟକରୁ ନେଇ ବର୍ତ୍ତମାନ ୟୁଟ୍ୟୁବରେ ବ୍ଲଗିଙ୍ଗ କରିବା ପର୍ଯ୍ୟନ୍ତ ଦେଖୁଥିବେ।ତାଙ୍କର ନୂଆ ନୂଆ ଆଲବମ ହେଉ ବା ଇଂଷ୍ଟା ରିଲସ ସବୁଥିରେ ଦେଖିବାକୁ ମିଳୁଛି ଆପଣ ମାନଙ୍କ ଭଲ ପାଇବା।ତେବେ ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରୁପା ପିଣ୍ଟୁଙ୍କ ସହିତ କଥା ହେବାକୁ ଚାହୁଁଥିବେ। ସେମାନଙ୍କର ଏବେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି, ଆସନ୍ତୁ ଜାଣିବା ସେହି ସମ୍ପର୍କରେ। 

 

ଭିଡିଓରେ ଦେଖିବାକୁ ମିଳୁଛି କି ରୂପାଙ୍କର ଦେହ ଖରାପ ହୋଇଛି ଏବଂ ସେ ଘରେ ଶୋଇଛନ୍ତି। ରୂପାଙ୍କର ଦେହ ଖରାପ ହୋଇଥିବାରୁ ତାଙ୍କ ଝିଅ ଖୁସି ମଧ୍ୟ ବ୍ୟସ୍ତ ହୋଇ ପଡିଛନ୍ତି। ଖୁସିଙ୍କୁ ଘର ଲୋକ କହୁଛନ୍ତି କି ତାଙ୍କ ବାବା ଅର୍ଥାତ୍ ପିଣ୍ଟୁ ରୂପାଙ୍କୁ ମାରିଛନ୍ତି ବୋଲି, ଏହା ଶୁଣିବା ପରେ ଖୁସି ବହୁତ ରାଗି ଯାଉଛନ୍ତି ଏବଂ ପିଣ୍ଟୁଙ୍କୁ ମାରୁଛନ୍ତି। ପିଣ୍ଟୁଙ୍କ ପାଖରେ ଥିବା ଆଉ ଏକ ଫୋନ୍ କୁ ଖୁସି ପିଣ୍ଟୁଙ୍କ ଉପରକୁ ଫୋପାଡି ଦେଉଛନ୍ତି। 

 

ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ କି ହଠାତ୍ ରୂପାଙ୍କର ଦେହ କେମିତି ଖରାପ ହୋଇଗଲା। ପ୍ରକୃତରେ ଗତ ରାତିରେ ତାଙ୍କ ଗାଁରେ ଜଣଙ୍କର ଦେହ ବହୁତ ଖରାପ ହୋଇ ଯାଇଥିଲା, ଏବଂ ତାଙ୍କ ଘର ଲୋକ ତାଙ୍କୁ ଗ୍ରାମ ଦେବତୀଙ୍କ ପାଖକୁ ନେଇ ଆସିଥିଲେ। ରୂପାଙ୍କ ଦେହକୁ ମାଆ ବିଶ୍ରାମ ଆସନ୍ତି ଏବଂ ରାତିରେ ମାଆ ତାଙ୍କ ଦେହକୁ ବିଶ୍ରାମ ଆସିଥିଲେ। ଏହି କାରଣରୁ ରୂପାଙ୍କୁ ଟିକେ ଅସୁସ୍ଥ ଲାଗୁଥିଲା ଏବଂ ତାଙ୍କ ମୁଣ୍ଡ ଭାରି ଭାରି ଲାଗୁଥିବା, ସେଥିପାଇଁ ସେ ଘରେ ଶୋଇଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *