ମେଷ ରାଶି :ଆପଣଙ୍କୁ ବଡ ଫଇସଲା ନେବାରୁ ବଞ୍ଚିବାକୁ ହେବ , ଦିନର ଆରମ୍ଭରୁ ଶୁଭ ସମାଚାର ମିଳିବ , ପାରିବାରିକ ପରିବେଶରେ ବହୁତ ସମୟରୁ ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ , ଖର୍ଚ୍ଚ ଓ ଫାଲତୁ ଦୌଡାଦୌଡି ହୋଇପାରେ । ମହତ୍ତ୍ୱପୁର୍ଣ୍ଣ କାମ ଉପରେ ଧ୍ୟାନ ଦିଅନ୍ତୁ , ସମାଜରେ କିଛି ବିଶେଷ ପଦ ମିଳିପାରେ , ମନରେ ଚିନ୍ତା ରହିବ , ଏବଂ ଅନାବଶ୍ୟକ ରୁପରେ କ୍ରୋଧ ଆସିବ , ଆପଣ କେଉଁ କାମକୁ ପୁରା କରିବା ପାଇଁ ଯେତେ ଚେଷ୍ଟା କରିବେ , ସେତେ ସଫଳ ହୋଇପାରିବେ ।
ବୃଷ ରାଶି : ଶାରରୀକ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଆପଣ ନିଜ୍ ଶତ୍ରୁଙ୍କୁ ବିଜୟ ପ୍ରାପ୍ତି କରିବେ , ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ ,ବ୍ୟବସାୟରେ କର୍ମଚାରୀଙ୍କୁ ସହକାର ବି ଆପଣଙ୍କୁ ମିଳିବ , ପ୍ରେମ ସୁଖରେ କମି ଆସିବ , ସାବଧାନ ରୁହନ୍ତୁ , ଗୁପ୍ତ ଶତ୍ରୁଙ୍କ ଦ୍ୱାରା କ୍ଷତି ପହଞ୍ଚିପାରେ ,ଜୀବନସାଥୀ ଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଜରୁରୀ ମୁତାବିକ ପଇସା ବ୍ୟବସ୍ଥା ହୋଇପାରେ ।
ମିଥୁନ ରାଶି : ଆଜି ସାବଧାନତାର ଅଭାବ ଯୋଗୁଁ କ୍ଷତି ହୋଇପାରେ । ଭାଇ ଭଉଣୀ ଓ ବଡଙ୍କ ସଂବନ୍ଧ ସୌହାର୍ଦପୁର୍ଣ୍ଣ ଓ ପ୍ରେମପୁର୍ଣ୍ଣ ରହିବ , କରଜ ନେବାରୁ ବଞ୍ଚନ୍ତୁ , ମୌସୁମ ଅନୁସାରେ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ , କାର୍ଯ୍ୟ କରିବାରେ ଉର୍ଜାର କମି ଅନୁଭବ କରିବେ , ମନରେ ଅସମଞ୍ଜସ ରହିବ , ଆପଣ କେଉଁ ମାମଲାରେ ବ୍ୟସ୍ତତାପୁର୍ଣ୍ଣ ରୁହନ୍ତୁ ନାହିଁ , ଯୋଗ କରିବାରେ ଧ୍ୟାନ ଲଗାଇଲେ ମନ ରମ୍ୟ ରହିବ , ଏଥିରେ ଶାରରୀକ ଓ ମାନସିକ ଶାନ୍ତି ଯୋଗୁଁ ଅନୁକୁଳ ପ୍ରଭାବ ପଡିବ ।
କର୍କଟ ରାଶି : ଆଜି ବିଶ୍ୱାସଘାତ କେଉଁଠୁ ପାଇବେ । ଏଥିପାଇଁ ସାବଧନତା ରଖନ୍ତୁ ପ୍ରେମ ବିଷୟରେ ସୁଖ ଶାନ୍ତି ଉତ୍ତମ ଯୋଗ ଅଛି , ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ବିଷୟ ହୋଇପାରେ । ବ୍ୟବସାୟୀଙ୍କୁ କାରୋବାରରେ ଲାଭ ହେବ । ଆର୍ଥିକ ଲାଭ ହେବ , ଆତ୍ମବିଶ୍ୱାସ ଅଧିକା ବଢିବା କାରଣରୁ କାର୍ଯ୍ୟ ପୁର୍ଣ୍ଣ ଢଙ୍ଗରେ କରିପାରିବେ , କେଉଁ ପ୍ରକାରର ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ମନକୁ ଶାନ୍ତ ରଖନ୍ତୁ , ଆପଣ କେଉଁ ମାମଲାରେ ଭାବୁକ ହୁଅନ୍ତୁ ନାହିଁ ।
ସିଂହ ରାଶି : ନୁଆ ଦାୟିତ୍ୱ ସହ କାମ କରିବାର ଅଧିକା ପ୍ରେସର ରହିବ , ଉଦ୍ୟୋଗରେ ନିବେଶ କରିଲେ ବହୁତ ଲାଭକାରୀ ହେବ , ନିଜ ଜୀବନରେ କିଛି ଚିନ୍ତା ଆସିପାରେ , ଭଲ ହେବ କି ନିଜ ଜୀବନସାଥୀଙ୍କ ସହ ବୁଝାମଣାକୁ ପ୍ରୟାସ୍ କରିବେ , ରୋଗା ଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଆଶ୍ୱସ୍ତି ଲାଭ କରିବେ , ଆଜି ଓଭର କନଫିଡେନ୍ସ ପରି ସ୍ଥିତି ହୋଇପାରେ , ଏହାଠାରୁ ଦୂରେଇ ରହିବାକୁ ହେବ ।
କନ୍ୟା – ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ । ଅନୈତିକ କାର୍ଯ୍ୟ ଏବଂ ନକାରାତ୍ମକ ବିଚାରୁ ଦୂରରେ ରୁହନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ହୋଇପାରେ, ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ, ପ୍ରତିକାର– ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।
ତୁଳା – ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ ।ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ ।ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ,ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ।
ବିଚ୍ଛା : କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି । କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ହିଁ ଦିଅନ୍ତୁ । ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ । ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ନ ପକାଉ ଏହାର ଧ୍ୟାନ ରଖିବେ। ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟ କରିବେ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ। ଶତ୍ରୁ ନିଜର ଚାଲରେ ସଫଳ ହେବେ।
ଧନୁ – ମନରୁ ନକରାତ୍ମକ ଚିନ୍ତାଧାରା ଦୂର କରନ୍ତୁ; ଭଗବାନଙ୍କ ଉପରେ ଭରସା ରଖନ୍ତୁ । କେନ୍ଦ୍ରସ୍ଥ ଚନ୍ଦ୍ର ଲୋକସମ୍ପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଅର୍ଥର ଅଭାବ ଅନୁଭବ କରିବେ ଏହା ସଙ୍ଗକୁ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବେ । ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବା ଲାଗି ଚେଷ୍ଟା କରିବେ । ଶେୟାର ବଜାର, ପ୍ଲଟିଙ୍ଗ୍ କାରବାର କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବାର ଆଶା ରହିଛି । ଘରୋଇ କମ୍ପାନୀରେ କାମ କରୁଥିବା କର୍ମଜୀବିମାନେ ସ୍ଥାନ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ । ପରିବାରରେ ଭାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।
ମକର ରାଶି : ଆଜି ଆପଣଙ୍କୁ ଚାକିରିପେଶାରେ ନିଜ କ୍ଷେତ୍ରରେ ମାଧ୍ୟମରୁ ବଡ ପଦ ମିଳିବାର ସ୍ଂମ୍ଭାବନା ଅଛି , ଆପଣଙ୍କ ପଇସାର ସ୍ଥିତି, ଘରୋଇ ସୁଖସୁବିଧା ଆଦିରେ ସୁଧାର ଆସିବାରପ୍ରୟାସ କରନ୍ତୁ , ମିଳାମିଶା ପ୍ରତିକ୍ରିୟାଗୁଡିକରୁ ଲକ୍ଷ୍ୟ ପ୍ରଭାବିତହେବ , ବ୍ୟବସାୟରେ ଲାଭରେ ନିଜକୁ ଅନୁକୁଳ ପ୍ରତିସ୍ଥିତି ରେ ପାଇବେ , ଅଫିସ୍ ରେ କଥା ରଖିବାର ପୁରା ମଉକା ମିଳିବ , ମାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ସନ୍ତାନର ଦାୟିତ୍ୱ ପୁର୍ତ୍ତି ହେବ ।
କୁମ୍ଭ ରାଶି : ଆଜି ଆପଣ ବ୍ୟସ୍ତତା କିମ୍ବା ଜୋସ୍ ରେ ଆସିକରି ଏମିତି ବାଦା କରିପାରନ୍ତି ଯାହା ନିଭାଇବା ଆପଣଙ୍କ ପାଇଁ କଠିନ ହୋଇପାରେ , କେଉଁ ପ୍ରକାରର ଶାରରୀକ ମାନସିକ ବୋଝ ଆଣିବା ଦ୍ୱାରା ଆଜିର ଦିନ ଠିକ୍ ନାହିଁ , ଅଧ୍ୟୟନରେ ରୁଚି ବଢିବ , ନିଜ କାମରେ ବହୁତ ବାଧା କୁ ପାର୍ କରିବାକୁ ହେବ , ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଆଶାତିତ ସଫଳତା ମିଳିପାରିବ , ସ୍ଂମ୍ପର୍କରେ ନିକଟତା ଆସିବ , ଯୁକ୍ତି କିମ୍ବା ଚର୍ଚ୍ଚାରୁ ଦୁରେଇ ରୁହନ୍ତୁ , ଉଧାର ଦେଇଥିବା ପଇସା ଫେରିପାଇବେ ।
ମୀନ ରାଶି : ଆଜି ଆପଣଙ୍କ ମନରେ ଟିକିଏ ଅନିଶ୍ଚିତତା ଭାବନା ରହିବ , ଆପଣ ସେହି ପୁର୍ତ୍ତିକୁ ଆକ୍ରମତତାରେ କରନ୍ତୁ ନାହିଁ , ଜୀବନସାଥୀ ସହ ଆପଣ କେଉଁ ଆଡେ ବୁଲିବାକୁ ଯାଈପାରନ୍ତି , ଏଥିରେ ମନ ପ୍ରସନ୍ନ ରହିବ , ବିଜେନେସ୍ କରୁଥିବା ଲୋକଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡିପାରେ , ମୋଦ୍ରିକ ଲାଭରୁ ପରିସ୍ଥିତି ଅନୁକୁଲତା ରହିବ , ପାରିବାରିକ ଜୀବନରେ ସୁଖମୟ ରହିବ , କିନ୍ତୁ ବ୍ୟବସାୟରେ ଚିନ୍ତା ରହିବ , ଆପଣଙ୍କ ଯୋଜନା ବଡ୍ ପରିବର୍ତ୍ତନ ହେବାର ସଂମ୍ଭାବନା ଅଛି ।