ଝିଅକୁ ମିଳିବନି ବାପା ସମ୍ପତି ! ହାଇକୋର୍ଟ ର ଐତିହାସିକ ରାୟ , ଜାଣନ୍ତୁ ପୁରା ଖବର କଣ ରହିଛି ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୈତୃକ ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ନହେଲେ ଏକ ବଡ ନିଷ୍ପତ୍ତି, ଏଣିକି ବାପା ମାଆଙ୍କୁ ହତାଦାର କରିଲେ ମିଳିବନି ପୈତୃକ ସମ୍ପତ୍ତିରୁ ଭାଗ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟ ରେ କୋର୍ଟ ଏହା ନିର୍ଦ୍ଦେଶ ଦେଇଛି ଯେ , ଯେଉଁ ସନ୍ତାନ ମାନେ ନିଜର ପିତା ମାତା ଙ୍କ ଦାୟିତ୍ଵ ନେବେ ନାହିଁ ,ସେମାନେ ନିଜର ପୈତୃକ ସମ୍ପତ୍ତିରେ ଭାଗ ପାଇବେ ନାହିଁ।ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ।

 

ତେବେ ବର୍ତମାନ ସମୟ ରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କୋର୍ଟ ଏହି କଥା ସ୍ପଷ୍ଟ କରି କହିଛନ୍ତି। କୋର୍ଟ ଏହା କହିଛି ଯେ ,ଆଜିକାଲି ଅନେକ ଝିଅ ମାନେ ପ୍ରାୟତଃ 20 ବର୍ଷ ହେବା ପରେ ନିଜ ଇଚ୍ଛା ମୁତାବକ କାମ କରୁଛନ୍ତି ଏବଂ ନିଜର ବାପା ମାଆ ଙ୍କ କୌଣସି କଥା ଶୁଣୁ ନାହାନ୍ତି  । ନିଜ ଇଚ୍ଛା ରେ ବିବାହ କରୁଛନ୍ତି ଏବଂ ନିଜର ବାପା ମାଆ ଙ୍କ ସହ କୌଣସି ବି ସମ୍ପର୍କ ରଖୁ ନାହାଁନ୍ତି । 

 

ଏମିତି ଝିଅ ମାନେ ବାପା ମାଆ ଙ୍କ ସମ୍ପତ୍ତି ରେ ଆଶା କରିବା ଠିକ୍‌ ନୁହେଁ ବୋଲି କୋର୍ଟ ଏହି କଥା କହିଛନ୍ତି ।ଏହା ମଧ୍ୟ କହିଛନ୍ତି କି ଯଦି କୌଣସି ଝିଅ ନିଜର ବାପା ମାଆ ଙ୍କ ସହ କୌଣସି ସଂପର୍କ ନରଖେ ବା ତାଙ୍କ ଠାରୁ ଅଲଗା ହୋଇଯାଏ ତାହେଲେ ଝିଅର ବାପା କେବେ କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି । ତେବେ କୋର୍ଟ ଦେଇଥିବା ଏହି ରାୟ ଟି ଆପଣ ମାନଙ୍କୁ କେତେ ଦୂର ଯଥାର୍ଥ ଲାଗୁଛି ନିଶ୍ଚିନ୍ତ ଭାବରେ କମେଣ୍ଟ କରି ଜଣାନ୍ତୁ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *