ସ୍ବାମୀ ମାନେ ହୋଇ ଯାଆନ୍ତୁ ସାବଧାନ , ନହେଲେ ଯିବେ ଜେଲ ଗଣିବେ ମୋଟା ଅଙ୍କର ଜୋରିମାନା – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପୁରୁଷ ମାନଙ୍କୁ କେଉଁ କଥା ପାଇଁ ସାବଧାନ ରହିବାକୁ କୁହା ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆଜି ଆମେ ସମସ୍ତ ପୁରୁଷ ମାନଂକ ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ଖବର ନେଇ ଆସିଛୁ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି କିଛି ପୁରୁଷ ମାନେ ବିବାହ ପରେ ମଧ୍ୟ ଅନ୍ୟ ନାରୀ ମାନଙ୍କ ସହ ଅନୈତିକ ସମ୍ପର୍କ ରଖିଥାନ୍ତି । ତେବେ ଦର୍ଶକ ବନ୍ଧୁ ଯଦି କୌଣସି ସ୍ବାମୀ ନିଜ ସ୍ତ୍ରୀ ଥାଇ ଅନ୍ୟ କୌଣସି ମହିଳା ସହିତ ସମ୍ପର୍କ ରଖୁ ଥିବାରୁ ଧରା ପଡେ ତାହେଲେ ଏଥର ସିଧା କାରାଗାର ରେ ପସିବେ । 

 

ତେବେ ଧରା ପଡ଼ିବା ପରେ କାରାଗାର ରେ ପଶିବେ ଏବଂ ଏହା ସହିତ ମଧ୍ୟ ଫାଇନ ରୂପରେ  ତାଙ୍କୁ ଏକ ମୋଟା ଆକାରର ଟଙ୍କା ଦେବାକୁ ପଡିବ । ତେବେ ଜଣାଇ ରଖୁଛୁ , ଯଦି କୌଣସି ପୁରୁଷ ର ପର ସ୍ତ୍ରୀ ସହ ସମ୍ପର୍କ କାରଣ ରୁ ନିଜ ବୈବାହିକ ଜୀବନ ରେ ବାଧା ସୃଷ୍ଟି ହୁଏ କିମ୍ବା ଛାଡ଼ପତ୍ର ଯାଏଁ କଥା ତାହେଲେ ଏଭଳି ପରିସ୍ଥିତି ରେ ସ୍ବାମୀ ଜେ -ଲ୍ ଯିବେ ।

 

ତେବେ ବର୍ତ୍ତମାନ ସମୟ ରେ ମାଡ୍ରାସ ହୋଇକୋର୍ଟ ଏକ ଶୁଣାଣି କରି କହିଛନ୍ତି ଯେ , ଯଦି ଏଭଳି କିଛି କଥା ରେ ସ୍ବାମୀ ଦୋଷୀ ସାବ୍ୟସ୍ତ ହୁଏ ତାହେଲେ ସେ ଜେ -ଲ ଦଣ୍ଡ ଭୋଗିବେ। ତେବେ ତୁରୁବନନାମଳାଇ ଜିଲ୍ଲା ର ଏମିତି ଏକ ମାମଲା ର ଶୁଣାଣୀ କରି ମାଡ୍ରାସ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ତେବେ କୋର୍ଟ ର ଏହି ରାୟ ଟି କେତେ ଆପଣଙ୍କୁ ଦୂର ଯଥାର୍ଥ ଲାଗୁଛି ନିଶ୍ଚିନ୍ତ ଭାବରେ କମେଣ୍ଟ କରି ଜଣାନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *