ନିଜର ଇଚ୍ଛାକୁ ତକିଆ ତଳେ ଏମିତି ଲେଖି ରଖି ଦିଅନ୍ତୁ ,ଯାହା ଇଛା ଥିବ 100% ପୂରଣ ହେବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜର ଇଚ୍ଛାକୁ ତକିଆ ତଳେ ଏମିତି ଲେଖି ରଖି ଦିଅନ୍ତୁ ,ଆଉ ତା ପରେ ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ହିନ୍ଦୁ ଶାସ୍ତ୍ରରେ ଲୋକମାନେ ବହୁତ ଈଶ୍ୱର ବିଶ୍ୱାସୀ ହୋଇ ଥାଆନ୍ତି,ସବୁବେଳେ ଭଗବାନଙ୍କର ପୂଜାର୍ଚ୍ଚନା ଆଦି କରିଥାଆନ୍ତି। ଲୋକମାନେ ସବୁବେଳେ ଭଗବାନଙ୍କ ଉପରେ ହିଁ ସବୁକିଛି ଛାଡି ଦେଇ ଥାଆନ୍ତି, ସେମାନେ ଭାବି ଥାଆନ୍ତି କି ଯାହା କିଛି ବି ହେବା ଖରାପ ହେବ କି ଭଲ ହେବ ତାହା ଭଗବାନ ହିଁ କରି ଥାଆନ୍ତି, ଆଉ ଭଗବାନ ଯାହା ବି କିଛି କରି ଥାଆନ୍ତି ତାହା ମଣିଷର ମଙ୍ଗଳ ପାଇଁ କରି ଥାଆନ୍ତି ଆଉ ତାକୁ କରିବା ପଛରେ କିଛି କାରଣ ନିଶ୍ଚିତ ଥାଏ। 

 

ଆପଣ ମାନେ ଜାଣିଥିବେ କି ସମସ୍ତେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥିବେ । ତେବେ ଆମର ଭବିଷ୍ୟତ ଆମର ନିଜ ଚେତନାରେ ଫିଡ୍ ହୁଏ । ଯେପରି ଗୀତା ଅନୁଯାୟୀ, ଆମ ସମସ୍ତଙ୍କ ମନରେ ଏକ ସଂକଳ୍ପ ଅଛି ଏବଂ ଆମେ ନିଶ୍ଚିତ ଭାବରେ ଏହାକୁ ପୂରଣ କରୁ । ସେହିଭଳି,ଆମର ଭବିଷ୍ୟତ ଆମ ଭିତରେ ସୁରକ୍ଷିତ, ଆମକୁ କେବଳ ଏହାକୁ ପଢିବାକୁ ପଡିବ ।

 

ତେବେ ପ୍ରଥମେ ଗୋଟେ ଛୋଟ ପେପର ନିଅନ୍ତୁ। ମନେ ରଖିବେ କେବେବି ନାଲି କିମ୍ବା କଳା ପେନ ନେବେନି।ନିଜର ଇଚ୍ଛା ଲେଖିଲା ବେଳେ ମନେ ରଖିବେ ଅତୀତ କିମ୍ବା ଭବିଷ୍ୟତ କାଳ ରେ ଲେଖିବେ ନାହିଁ, ବର୍ତ୍ତମାନ୍ କାଳରେ ଲେଖିବେ।ଲେଖି ସାରି ଚାରି ପଟେ ୨୮୨୮୨୮୨୮ ଲେଖି ଦିଅନ୍ତୁ ଏବଂ ତାକୁ ତକିଆ ତଳେ ରଖି ପ୍ରତିଦିନ ଶୁଅନ୍ତୁ ଦେଖିବେ ଆପଣଙ୍କ ଇଛା ପୂରଣ ହେଇଯିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.