ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯୋଗୀ ଆଦିତ୍ୟ ନାଥଙ୍କର ବଡ଼ ନିଷ୍ପତି, ଉତ୍ତରପ୍ରଦେଶରେ ମିଳିପାରେ ମାଗଣା ବିଦ୍ୟୁତ୍ ସେବା। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି କିଛିଦିନ ଦେଶର ଅନେକ ସ୍ଥାନରେ ନିର୍ବାଚନର ମାହୋଲ୍ ଦେଖିବାକୁ ମିଳୁଛି, ଚାରିଆଡେ ଚାଲିଛି ନିର୍ବାଚନ। ଲୋକମାନେ ଭୋଟ୍ ଦେଇ ନିଜ ନିଜର ପସନ୍ଦ ପ୍ରାର୍ଥୀଙ୍କୁ ପାଞ୍ଚ ବର୍ଷ ପାଇଁ ସରକାର ଭାବେ ବାଛୁଛନ୍ତି। ଆମ ରାଜ୍ୟରେ ତ ପ୍ରଥମେ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ଜୋର୍ ଧରିଛି, ଗାଁ ଗହଳି ପରେ ଏବେ ସହର ମାନଙ୍କରେ ନିର୍ବାଚନୀ କ୍ରେଜ୍ ଦେଖିବାକୁ ମିଳୁଛି। ଏହି କିଛି ଦିନ ତଳେ ୟୁପିରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ନିର୍ବାଚନ ଜିତିଥିଲେ ଏବଂ ଶପଥ ପାଠ ମଧ୍ୟ କରି ସାରିଲେଣି।
ଏବେ ତାଙ୍କୁ ନେଇ ଅନେକ ନୂଆ କଥା ଶୁଣିବାକୁ, ତେବେ ଦେଖିବା କଣ ଶୁଣିବାକୁ ମିଳୁଛି ଏବଂ ଆଗକୁ ଆଦିତ୍ୟନାଥ ନିଜ ରାଜ୍ୟ ବାସୀଙ୍କ ପାଇଁ କଣ ସବୁ ନୂଆ କାମ କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ରାଜ୍ୟରେ ମିଳିପାରେ ମାଗଣା ବିଦ୍ୟୁତ୍, ଯୋଗୀ ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି। ଉତ୍ତରପ୍ରଦେଶରେ ଲୋକ ମାନଙ୍କୁ ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ପରିଷଦ ଏ ବାବଦରେ ଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ରାଜ୍ୟର ତିନି କୋଟି ବିଦ୍ୟୁତ ଉପଭୋକ୍ତାଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ନୂଆ ଗଠିତ ହୋଇଥିବା ମନ୍ତ୍ରୀ ପରିଷଦକୁ ଧନ୍ୟବାଦ ଜଣାଇଛି ପରିଷଦ। କେବଳ ଏତିକି ନୁହେଁ, ମାଗଣା ବିଦ୍ୟୁତ୍ ମିଳିବା ନେଇ ଉତ୍ତରପ୍ରଦେଶ ରାଜ୍ୟ ଉପଭୋକ୍ତା ପରିଷଦ ଭରସା ଦେଇଛି ଯେ ଚାଷୀ ମାନଙ୍କୁ ମାଗଣା ବିଦ୍ୟୁତ୍ ଏବଂ ଘରୋଇ ଉପଭୋକ୍ତା ମାନଙ୍କୁ ଶସ୍ତା ବିଦ୍ୟୁତ ଦେବା ବିଷୟରେ ସରକାର ଜଲ୍ଦି ବିଚାର କରିବେ। ଏହା ସହ ଉତ୍ତରପ୍ରଦେଶର ପରିଷଦ ଅଧ୍ୟକ୍ଷ ଅଗଦେଶ କୁମାର ବର୍ମା କହିଛନ୍ତି ରାଜ୍ୟ ସରକାର ନିଜର ସଂକଳ୍ପ ପତ୍ରର ଘୋଷଣା ଉପରୃ ଜଲ୍ଦି ନିଷ୍ପତ୍ତି ନିଅନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।