ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗିରହୁଛି ! ଥରେ କରନ୍ତୁ ଏହି ସହଜ ଓ ସରଳ ଉପାୟ..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଘରେ ସବୁବେଳେ ଅଶାନ୍ତି ହେଉଥିଲେ କଣ କରିବେ ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମ ହିନ୍ଦୁ ଶାସ୍ତ୍ରରେ ଲୋକମାନେ ବହୁତ ଈଶ୍ୱର ବିଶ୍ୱାସୀ ହୋଇ ଥାଆନ୍ତି,ସବୁବେଳେ ଭଗବାନଙ୍କର ପୂଜାର୍ଚ୍ଚନା ଆଦି କରିଥାଆନ୍ତି। ଲୋକମାନେ ସବୁବେଳେ ଭଗବାନଙ୍କ ଉପରେ ହିଁ ସବୁକିଛି ଛାଡି ଦେଇ ଥାଆନ୍ତି, ସେମାନେ ଭାବି ଥାଆନ୍ତି କି ଯାହା କିଛି ବି ହେବା ଖରାପ ହେବ କି ଭଲ ହେବ ତାହା ଭଗବାନ ହିଁ କରି ଥାଆନ୍ତି, ଆଉ ଭଗବାନ ଯାହା ବି କିଛି କରି ଥାଆନ୍ତି ତାହା ମଣିଷର ମଙ୍ଗଳ ପାଇଁ କରି ଥାଆନ୍ତି ଆଉ ତାକୁ କରିବା ପଛରେ କିଛି କାରଣ ନିଶ୍ଚିତ ଥାଏ। 

 

ହେଲେ ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ ଆଉ ଅନୁଭବ ମଧ୍ୟ କରିଥାଉ କି, ଆମ ଘରେ ଅଶାନ୍ତି,କଳି,ଝଗଡା ଲାଗି ରହିଥାଏ। ଟିକେ ଟିକେ କଥାରେ ଘରେ ଅଶାନ୍ତି ଦେଖା ଦେଇଥାଏ, ବା ଏପରି କିଛି ସ୍ଥାନ ଥାଏ ଘରର ଯେଉଁଠାକୁ ଗଲା ଆମକୁ ଭଲ ଲାଗି ନଥାଏ ଅଶାନ୍ତି ଲାଗିଥାଏ। ଆମେ ଆଜି ଆପଣଙ୍କୁ ଏକ କାମ କରିବାକୁ କହିବୁ, ଯାହାକୁ କି ଆପଣ ଘରର ସେହି ସ୍ଥାନ ବା ରୁମ୍ ରେ କରିବେ ଯେଉଁଠାରେ ଆପଣଙ୍କୁ ଗଲା ବେଳୁ ଅଶାନ୍ତି ଲାଗୁଥିବ। 

 

ଦେଖିବେ ଏହାକୁ କରିବା ଦ୍ୱାରା ଅଶାନ୍ତି ନିଶ୍ଚିତ ଦୂର ହୋଇଯିବ। ଆପଣ ଫିଟିକିରି ନିଅନ୍ତୁ ଏବଂ ତାହାକୁ ପାଣି ସହ ପୂରା ମିଶାଇ ଦିଅନ୍ତୁ, ଗୋଟେ ସ୍ପେୟାର୍ ବୋଟଲ୍ ରେ ତାହାକୁ ପୂରାଇ ଦେବେ ଏବଂ ୯୦ ଦିନ ପର୍ଯ୍ୟନ୍ତ ତାହାକୁ ଘରର କୋଣରେ ସ୍ପ୍ରେ କରନ୍ତୁ। ଏହାକୁ କରିବା ପରେ ଆପଣ ନିଜେ ନିଜେ ପରିବର୍ତ୍ତନ କୁ ଅନୁଭବ କରି ପାରିବେ, କିନ୍ତୁ ଏହାକୁ ପୂରା ପୂରି ୯୦ ଦିନ ପର୍ଯ୍ୟନ୍ତ କରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *