ସୋସିଆଲ ମିଡିଆରେ ଭାଇରଲ ହେଲା କ୍ୟାମେରାରେ କଏଦ ହୋଇଥିବା ଏପରି କିଛି ଭିଡ଼ିଓ। ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭାଇରଲ ହେଲା କ୍ୟାମେରାରେ କଏଦ ହୋଇଥିବା ଏପରି କିଛି ଭିଡ଼ିଓ। ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ଏପରି ଅନେକ ଭିଡିଓ ଅଛି ଯାହା କି ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ହୋଇଥାଏ । ଏଭଳି ସ୍ଥିତିରେ କିଛି ଲୋକଙ୍କର ମୂର୍ଖତାର ଉଦାହରଣ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଆଜିକାଲି ସମସ୍ତ ଜିନିସ କ୍ୟାମେରା ସାହାଯ୍ୟରେ ଆଖି ପିଚୁଲାକେ ଚାରିଆଡ଼େ ବ୍ୟାପି ଯାଉଚି।

 

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟି ଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ମାନେ ଦୁନିଆର ସମସ୍ତ ଘଟଣା ଗୁଡିକ ବିଷୟରେ ଜାଣି ପାରିବେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ମଜାଦାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ମଜାଳିଆ ଭିଡ଼ିଓ ଗୁଡ଼ିକ ସମ୍ପର୍କରେ । 

 

ତେବେ ପ୍ରଥମ ଭିଡିଓରେ ଜଣେ ଝିଅ ପଞ୍ଚ ମାରୁଛନ୍ତି । ହେଲେ ଝିଅର ପଞ୍ଚ ଏତେ ଫାଷ୍ଟ ଅଛି ଯେ ତାହା ନଜର ଆସୁ ନାହିଁ । ସେଥି ପାଇଁ ସେ ହାତ ରେ ପାଉଡର ଭଳି କିଛି ପଦାର୍ଥ ଲଗାଇ ପଞ୍ଚ ଟି ମାରୁଚି ଯାହା ଫଳରେ ପଞ୍ଚ ର ସ୍ପିଡ ଦେଖିପାରିବୁ । ଅନ୍ୟ ଏକ ଭିଡ଼ିଓରେ ନୁଆ ଟେକ୍ନୋଲୋଜି କୁ ବ୍ୟବହାର କରି ବାଥ୍ ଟବ୍ ରେ ଆକାଶ ରେ ଉଡ଼ି ଯାଉଛନ୍ତି ଜଣେ ବ୍ୟକ୍ତି।

 

ଆଉ ଏକ ଭିଡିଓ ରେ ଦେଖା ଯାଉଚି ଯେ ବ୍ୟାକ ଫ୍ଲିପ କରୁଥିବା ଅନେକ ଲୋକଙ୍କୁ । ପ୍ରାୟ ପବନରେ ମାତ୍ର ଗୋଟିଏ ଥର ବ୍ୟାକ ଫ୍ଲିପ କରିପାରନ୍ତି ହେଲେ ଏହି ଭିଡିଓ ରେ ବ୍ୟକ୍ତି ଜଣକ ଏପରି କଳା ଯୁକ୍ତ ଲୋକ ଯିଏ ପବନରେ ଦୁଇ ଥର ବ୍ୟାକ ଫ୍ଲିପ ମାରିପାରିବେ ।ଏହା ପରେ ଆଉ ଗୋଟେ ଭିଡିଓ ରେ ଦେଖା ଯାଇଛି ଯେ କିଛି ଲୋକ ଦଉଡ଼ି ଓ ପର୍ବତାରୋହଣ ଜିନିଷ ବ୍ୟବହାର ନ କରି ପର୍ବତ ଆରୋହଣ କରିଛନ୍ତି । ଏପରି ନାନା ଭିଡିଓ ବର୍ତମାନ ସୋସିଆଲ ମିଡିଆ ରେ ଆମେ ଦେଖିବାକୁ ପାଇଛୁ ।

https://youtu.be/sx0Q3kcV7Nw

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *