ସରକାରଙ୍କ ବଡ଼ ଘୋଷଣା ! ଆଉ ଦେବାକୁ ପଡ଼ିବନି ଇଲେଟ୍ରିକ ବିଲ ! ଜାଣନ୍ତୁ କେବେଠାରୁ ମିଳିବ ମାଗଣା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଉତ୍ତରପ୍ରଦେଶ ରେ ମିଳିପାରେ ମାଗଣା ବିଦ୍ୟୁତ୍ ସେବା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ୍ ଚାରିଆଡ଼େ ନିର୍ବାଚନ ର ମାହୋଲ୍, କିଏ ଜିତିଲା ତୋ ଆଉ କିଏ ହାରି ଯାଉଚି।ଏହି କିଛି ଦିନ ତଳେ ୟୁପିରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ନିର୍ବାଚନ ଜିତିଥିଲେ ଏବଂ ଶପଥ ପାଠ ମଧ୍ୟ କରି ସାରିଲେଣି।  ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତବିଧାନସଭାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ହରାଇ ପୁଣି ଥରେ କ୍ଷମତା ହାସଲ କରିଛି ବିଜେପି ।ଏହାସହ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତରପ୍ରଦେଶରେ ୩୫ ବର୍ଷରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟ ନାଥ।

 

ଏବେ ତାଙ୍କୁ ନେଇ ଅନେକ ନୂଆ କଥା ଶୁଣିବାକୁ, ତେବେ ଦେଖିବା କଣ ଶୁଣିବାକୁ ମିଳୁଛି ଏବଂ ଆଗକୁ ଆଦିତ୍ୟନାଥ ନିଜ ରାଜ୍ୟ ବାସୀଙ୍କ ପାଇଁ କଣ ସବୁ ନୂଆ କାମ କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ରାଜ୍ୟରେ ମିଳିପାରେ ମାଗଣା ବିଦ୍ୟୁତ୍, ଯୋଗୀ ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି। ଉତ୍ତରପ୍ରଦେଶରେ ଲୋକ ମାନଙ୍କୁ ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର କରିବାକୁ ଯାଉଛନ୍ତି।ଏହା ସହ ଉତ୍ତରପ୍ରଦେଶର ପରିଷଦ ଅଧ୍ୟକ୍ଷ ଅଗଦେଶ କୁମାର ବର୍ମା କହିଛନ୍ତି ରାଜ୍ୟ ସରକାର ନିଜର ସଂକଳ୍ପ ପତ୍ରର ଘୋଷଣା ପୁର୍ବରୁ ଜଲ୍ଦି ନିଷ୍ପତ୍ତି ନିଅନ୍ତୁ।

 

ତେବେ ରାଜ୍ୟର ତିନି କୋଟି ବିଦ୍ୟୁତ ଉପଭୋକ୍ତାଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ନୂଆ ଗଠିତ ହୋଇଥିବା ମନ୍ତ୍ରୀ ପରିଷଦକୁ ଧନ୍ୟବାଦ ଜଣାଇଛି ପରିଷଦ। କେବଳ ଏତିକି ନୁହେଁ, ମାଗଣା ବିଦ୍ୟୁତ୍ ମିଳିବା ନେଇ ଉତ୍ତରପ୍ରଦେଶ ରାଜ୍ୟ ଉପଭୋକ୍ତା ପରିଷଦ ଭରସା ଦେଇଛି ଯେ ଚାଷୀ ମାନଙ୍କୁ ମାଗଣା ବିଦ୍ୟୁତ୍ ଏବଂ ଘରୋଇ ଉପଭୋକ୍ତା ମାନଙ୍କୁ ଶସ୍ତା ବିଦ୍ୟୁତ ଦେବା ବିଷୟରେ ସରକାର ଜଲ୍ଦି ବିଚାର କରିବେ। ତେବେ ଏହି ଯୋଜନା କେତେ ସଫଳ ହେଉଛି ଆଉ ଲୋକଙ୍କ ଦୁଃଖ ଦୂର ହେଉଛି ନା ରାଜନୀତି ରେ ଏ ଗୋଟେ ଶାସନ ନାଁ ରେ ପ୍ରହସନ ଦେଖିବାକୁ ବାକି ରହିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *