ଷ୍ଟେଜ ରେ ଗୀତ ଗାଉଥିବା ବେଳେ ଗୀତ ଭୁଲିଗଲେ ଭାଇରଲ ବୟ ଶାନ୍ତନୁ। ତାପରେ କଣ ହେଲା ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଷ୍ଟେଜ ରେ ଗୀତ ଗାଉଥିବା ବେଳେ ଗୀତ ଭୁଲିଗଲେ ଭାଇରଲ ବୟ ଶାନ୍ତନୁ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଡ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । 

 

କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଡ ପାଇଁ ସାରା ବିଶ୍ବରେ ଚର୍ଚ୍ଚିତ ହେଉଛନ୍ତି।ତେବେ ନିକଟରେ ଶାନ୍ତନୁ ଏହି ରିଆଲିଟି ସୋ ରେ ଗୀତ ଗାଇ ଧମାଲ ମଚାଇ ସୋସିଆଲ ମିଡିଆରେ ଭାଇରାଲ୍ ହେଇ ଯାଇଥିଲେ।ସେ ଅନେକ ଚ୍ୟାନେଲ ରେ ଗୀତ ମଧ୍ୟ ଗାଇଥିଲେ ଆଉ ଦର୍ଶକ ମାନଙ୍କୁ ମଧ୍ୟ ତାଙ୍କ ଗୀତ ବେଶ୍ ଭଲ ଲାଗିଥିଲା।

 

ତେବେ ସାନ୍ତନୁ ବୋଲିଥିବା ଗୀତକୁ ଦର୍ଶକ ମାନେ ଓଡ଼ିଶାର ବିଶିଷ୍ଟ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା କରିଥାନ୍ତି।ସେ ମଧ୍ୟ ହିନ୍ଦୀ ରିଆଲିଟି ସୋ ରେ ଗୀତ ଗାଇଛନ୍ତି।ତେବେ ନିକଟରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶାନ୍ତନୁ ଷ୍ଟେଜ ପ୍ରୋଗ୍ରାମ କରୁଥିବାର ନଜର ଆସିଛନ୍ତି।ତେବେ ତାଙ୍କ ଗୀତରେ ଦର୍ଶକମାନେ ବେଶ୍ ମଜା ନଉଛନ୍ତି। ତେବେ ସେ” କୁଞ୍ଚ କୁଞ୍ଚିଆ ବାଳ..” ଗୀତଟି ଗାଉଥିବାର ନଜର ଆସିଛନ୍ତି।ମାତ୍ର ଗୀତ ଗାଉଥିବା ବେଳେ ସେ ମଝିରେ ଗୀତ ଭୁଲି ଯାଇଥିବାର ଦେଖା ଯାଉଚି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *