ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ | Video ଦେଖିଲେ ସବୁ ଜାଣିପାରିବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାନ୍ଦୁଥିବାର ନଜର ଆସିଲେ ସୁପରଷ୍ଟାର ରଚନା ବାନାର୍ଜୀ, ଏହି ବଡ କଳାକାରଙ୍କର ହେଲା ପରଲୋକ, ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଛାୟା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି। ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ। ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। 

 

କଳାକାର ମାନଙ୍କ ନିତିଦିନିଆ ଜୀବନରେ ଟିକେ କିଛି ହେଲେ ତାହା ସଙ୍ଗେ ସଙ୍ଗେ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଏ, ସବୁ ଲୋକଙ୍କ ମୁହଁରେ ସେହି କଥା ଥାଏ। ଆଜି ଆମେ ସୁପରଷ୍ଟାର ରଚନା ବାନାର୍ଜୀଙ୍କ ଏକ ଦୁଃଖଦ ଖବର ସମ୍ପର୍କରେ କହିବୁ, ଯାହାର କି ଏକ ଭିଡିଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏବଂ ସେଥିରେ ରଚନା କାନ୍ଦୁଥିବାର ନଜର ଆସିଛନ୍ତି। 

 

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ, ଆମର ଏହି ଦେଶରେ କଳାକାର ମାନେ ଭରପୂର ହୋଇ ରହିଛନ୍ତି। ହେଲେ ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆପଣମାନଙ୍କର ପ୍ରିୟ କଳାକାର, ଆପଣ ମାନଙ୍କର ପ୍ରିୟ ଅଭିନେତା ଅଭିଶେକ ଚାଟାର୍ଜୀ ସିଏ ଆଉ ଆମ ଗହଣରେ ନାହାଁନ୍ତି, ସମସ୍ତଙ୍କୁ ପର କରି ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି। 

 

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ହୁଏତ ତାଙ୍କୁ ଜାଣି ନଥିବେ, କାରଣ ସେ ବେଙ୍ଗୋଲି ଦୁନିଆରେ ବହୁତ ଲୋକ ପ୍ରିୟତା ହାସଲ୍ କରିଥିଲେ। ମାତ୍ର ୫୮ ବର୍ଷ ବୟସରେ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି, ପ୍ରଥମ ଥର ରଚନା ଓ ଅଭିଶେକଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିଥିଲା, ସେଥିରେ ରଚନାଙ୍କ ହିରୋ ହୋଇଥିଲେ ଅଭିଶେକ। ଏହି କାରଣରୁ ରଚନା ବହୁତ ଭାଙ୍ଗି ପଡିଛନ୍ତି, ବହୁତ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ରଚନା କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *