ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଘରକୁ ଦାରିଦ୍ର୍ୟତା ଆସିବା ପୂର୍ବରୁ କେଉଁ ସବୁ ସଂକେତ ମିଳିଥାଏ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ
ବନ୍ଧୁଗଣ ଆପଣ ମାନେ ତ ଜାଣି ଥିବେ ଅନେକ ଛୋଟ ଛୋଟ କଥା ରୁ ଅନେକ କିଛି ସଂକେତ ମିଳିଥାଏ । ତେବେ ଏହି ସଂକେତ ର ଅର୍ଥ କୁ ଯଦି ଆମେ ଠିକ୍ ଭାବରେ ବୁଝିଯିବା ତାହେଲେ ଏହା କେଉଁ ସୂଚନା ଦେଉଛି ଜାଣି ପାରିବା। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି 3 ଟି ସଂକେତ ବିଷୟରେ ଜଣାଇବୁ ଯାହାକୁ ଦାରିଦ୍ର୍ୟତା ହେବାର ସଂକେତ ପ୍ରଦାନ କରିଥାଏ ।
ବନ୍ଧୁଗଣ ଘରକୁ କେବେ କୌଣସି ଅସୁବିଧା ଆସିବା ପୂର୍ବରୁ ଏହାର ପ୍ରଥମ ପ୍ରଭାବ ଆପଣଙ୍କ ଘରେ ଥିବା ତୁଳସୀ ଗଛ ଉପରେ ପଡିଥାଏ। ଯଦି ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ଶୁଖି ଯାଏ ତାହେଲେ ଏହା ଦ୍ଵାରା ଘର ଉପରେ ଖରାପ ଶକ୍ତି ର ପ୍ରଭାବ ପଡିଥାଏ । ତେବେ ଯଦି କେବେ ତୁଳସୀ ଗଛ ଶୁଖିବାକୁ ଲାଗୁଛି ତାହେଲେ ତାହାକୁ ତୁରନ୍ତ କାଟି ଦିଅନ୍ତୁ। ଯଦି ତୁଳସୀ ଗଛ ର ପତ୍ର ଶୁଖି ଯାଇଥାଏ ,ତାହେଲେ ବ୍ୟକ୍ତି କରଜ ରେ ପଡିଥାଏ ।
ଯଦି ଆପଣଙ୍କ ଘରେ ସବୁବେଳେ କ୍ଷୀର ଉତୁରିକି ତଳେ ପଡୁଥାଏ ତାହେଲେ ଏହା ଅଶୁଭ ହୋଇଥାଏ । ସେଥିପାଇଁ ଆପଣଙ୍କୁ ସର୍ବଦା ଏହି କଥା ର ଧ୍ୟାନ ରଖିବାକୁ ହେବ । ଯଦି ସବୁବେଳେ କ୍ଷୀର ଉତୁରିକି ତଳେ ପଡୁଥାଏ ତାହେଲେ ଆପଣଙ୍କ ଘରେ ଟଙ୍କା ର ଖର୍ଚ୍ଚ ବଢିଯାଇଥାଏ । ଏଥିପାଇଁ ଆପଣଙ୍କୁ ସର୍ବଦା ଏହି କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ ।
ତୃତୀୟ ଜିନିଷ ଟି ହେଉଛି ଭୁଲ ରେ ମଧ୍ୟ ଝାଡୁ ଉପରେ ପାଦ ରଖିବା ଉଚିତ୍ ନୁହେଁ ଏବଂ ଏହି ଝାଡୁ କୁ କେବେ ବି ଓଲଟା ରଖିବା ଉଚିତ୍ ନୁହେଁ । ଝାଡୁ କୁ ଠିଆ କରି ରଖିବା ଦ୍ଵାରା ଘରେ କଳହ ଓ ଦାରିଦ୍ର୍ୟତା ବଢ଼ିଥାଏ ।ତେବେ ମନେ ରଖନ୍ତୁ ,ଝାଡୁ କୁ ସବୁବେଳେ ଶୁଆଇ ରଖିବା ଉଚିତ୍ । ଯଦି କେବେ ଘରର କୌଣସି ଛୋଟ ପିଲା ହଠାତ୍ ଝାଡୁ ମାରିଥାଏ ତାହେଲେ ଆପଣ ଭାବି ନଥିବା ଅତିଥି ଆପଣଙ୍କ ଘରକୁ ଆସିଥାନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।