ହେ ଭଗବାନ ଏବେ ଏବେ ଆସିଲା ଓଡିଶା ପାଇଁ ଆଉ ଏକ ଦୁଃଖଦ ଖବର , ଚାଲିଗଲେ ଆଉ ଜଣେ କିମ୍ବଦନ୍ତୀ 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଡ଼ିଆ ସିନେମା ଜଗତ ରୁ କେଉଁ ଦୁଃଖଦ ଖବର ସାମ୍ନା କୁ ଆସିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବର୍ତ୍ତମାନ ସମୟ ରେ ଏକ ବଡ ଦୁଃଖଦ ଖବର ସାମ୍ନା କୁ ଆସିଛି । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଙ୍କ ପରଲୋକ ହୋଇ ଯାଇଛି। ଏଥିପାଇଁ ବର୍ତ୍ତମାନ ସମୟ ରେ ସିନେମା ଜଗତରେ ଦୁଃଖ ର ଛାୟା ଖେଳି ଯାଇଛି । ତେବେ ବର୍ତ୍ତମାନ ସମୟ ରେ ଓଲିଉଡ ସିନେମା ଜଗତର ଲୋକପ୍ରିୟ କଳାକାର ଅମରେନ୍ଦ୍ର ମହାନ୍ତି ଙ୍କର ଆଜି ଦେ-ହା-ନ୍ତ ହୋଇ ଯାଇଛି ।

 

ତେବେ ଅମରେନ୍ଦ୍ର ନିଜ କ୍ୟାରିଅର ରେ ପାଖାପାଖି ୧୦୦ ଟି ଫିଲ୍ମରେ ନିର୍ଦ୍ଧେଶନା ଦେଇଛନ୍ତି ।ତେବେ ବର୍ତ୍ତମାନ ସମୟ ରେ ତାଙ୍କର ପରଲୋକ ରେ ଅନେକ ଲୋକ ମାନେ ଏବଂ ଅନେକ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ।ତେବେ ତାଙ୍କର ସଙ୍ଗୀତ ଗୁଡ଼ିକୁ ଲୋକ ମାନେ ବେଶ୍ ପସନ୍ଦ କରୁଥିଲେ। ତେବେ ଯାଇ ରଖୁଛୁ ଯେ ,ଗତ କିଛି ଦିନ ରୁ  ଅମରେନ୍ଦ୍ର ମହାନ୍ତି କରୋନା ରେ ଆକ୍ରାନ୍ତ ହୋଇ ସମ୍ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । 

 

ଆଉ ଏଥି ମଧ୍ୟରେ ତାଙ୍କର ଦେ-ହା-ନ୍ତ ହୋଇ ଯାଇଛି  । ତେବେ ଏହି ଖବର ଟି ଶୁଣି ସମସ୍ତ ଓଡ଼ିଆ କଳାକାର ମାନେ ଏବଂ ଅନେକ ଲୋକ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।ତେବେ ତାଙ୍କର ମ-ର ଶରୀର କୁ ଦେଖିବା ପାଇଁ ଅନେକ ସିନେ କଳାକାର ମାନେ ଆସିଥିଲେ ଏବଂ ତାଙ୍କର ଶେଷ ଦର୍ଶନ କରିଥିଲେ । ତେବେ ସେ ଅନେକ ଭଜନ ଠୁ ଆରମ୍ଭ କରି ଫିଲ୍ମ ଗୀତ ଅନେକ ସେ ନିଜେ ଗାଇଛନ୍ତି ଓ ଅନେକ ସେ ନିର୍ଦ୍ଦେଶନା ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *