ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,LPG ସିଲିଣ୍ଡର ଉପରେ ମିଳିବ 300 ଟଙ୍କା ସବସିଟି ଶୀଘ୍ର ସାରି ଦିଅନ୍ତୁ ଏହି ସବୁ କାମ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଯେତେବେଳେ କୌଣସି ଜିନିଷର ଦର ଦାମ୍ ବୃଦ୍ଧି ହୋଇଥାଏ ଏହାର ପ୍ରଭାବ ଆମର ଆମର ପକେଟ ଉପରେ ପଡିଥାଏ । ତେବେ ବର୍ତ୍ତମାନ ସମୟ ରେ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ମଧ୍ୟ ଦର ବୃଦ୍ଧି ଉପଭୋକ୍ତା ମାନଙ୍କ ପାଇଁ ଏକ ବଡ ଚିନ୍ତା ର ବିଷୟ ପାଲଟି ଯାଇଛି । ଏଥିପାଇଁ ସମସ୍ତଙ୍କ ନଜର ମଧ୍ୟ ଏହା ଉପରେ ରହିଥାଏ । ସୂଚନା ମୁତାବକ ବର୍ତ୍ତମାନ ସମୟ ରେ ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ର ନୂଆ ଦର ଜାରି କରିଛନ୍ତି ।
ଜାଣି ରଖନ୍ତୁ ଯେ ,ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ଆଦାୟ କରିଥାନ୍ତି ଯାହାକି ଦେଶ ର ସବୁ ସ୍ଥାନରେ ସମାନ ରହିଥାଏ । କିନ୍ତୁ ଦେଶ ର ଅଲଗା ଅଲଗା ରାଜ୍ୟ ରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ରେ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ଭିନ୍ନ ଦର ରହିଥାଏ ।
ତେବେ ପ୍ରଧାନମନ୍ତ୍ରୀ ଙ୍କ ର ଉଜ୍ଜଳ ଯୋଜନା ହୋଇ ମଧ୍ୟ ଗୋଟିଏ ଗ୍ୟାସ ସିଲିଣ୍ଡର୍ ର ଦାମ ୧୦୦୦ ଚୁଇଁଲାଣି । ଯେଉଁଟା କି ସାଧାରଣ ବର୍ଗ ର ଲୋକ ମାନଙ୍କ ପାଇଁ ଏକ ଚିନ୍ତା ର ବିଷୟ ପାଲଟି ଯାଇଛି । କିନ୍ତୁ ବର୍ତ୍ତମାନ ପୁଣି ଏକ ଖୁସି ଖବର ଆସିଛି । ତେବେ ସୂଚନା ମୁତାବକ ପୂର୍ବରୁ ଯେଉଁ ଭଳି ଭାବେ ୩୦୦ ଟଙ୍କା ସବସିଟି ମିଳୁଥିଲା ବର୍ତ୍ତମାନ ପୁଣି ସେମିତି ମିଳିବ ।
ତେବେ ଏଥିପାଇଁ ସବସିଟି ମୁଳୁଥିବା ବ୍ୟାଙ୍କ୍ ଖାତା ସହିତ ଆଧାର କାର୍ଡ ର ସଂଯୋଗ କରିବାକୁ ହେବ । ତେବେ ଲୋକ ମାନଙ୍କ ଅସୁବିଧା କୁ ନଜର ରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଉଜ୍ୱଳା ଯୋଜନା ରେ ସିଲିଣ୍ଡର ନେଉଥିବା ଉପଭକ୍ତା ମାନେ ୧୭୪.୬୪ ଟଙ୍କା ସବସିଟି ମୁଳୁଥିଲା ଏବେ ଏହାକୁ ବଢାଇ ୩୧୨.୪୮ ଟଙ୍କା କରା ଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।