ଏବେ ମୁଁ ପୁରା ବର୍ବାଦ୍ ହେଇଗଲି ,ଏବେ ମୁଁ ଆଉ ବଞ୍ଚିବିନି – ରାନୀ ପଣ୍ଡା କାହିଁକି ଏମିତି କହିଛନ୍ତି ,ଜାଣନ୍ତୁ। 

 

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଲାଇଭ ଆସି କହିଛନ୍ତି ଏଭଳି କିଛି କଥା ,ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ରାନୀ ପଣ୍ଡା କହିଛନ୍ତି ଯେ , ସେ ମତେ ବର୍ତ୍ତମାନ ଜବରଦସ୍ତି ମାନସିକ ଚାପ ଦେଉଛି । ଏମିତି ବହୁତ୍ କିଛି କଥା କହୁଛି ଯାହାକୁ ମୁଁ ସହି ପାରୁନି । ଆଉ ସେ କହିଛନ୍ତି ଯେ ମୁଁ ମଲା ପରେ ଆପଣ ମାନେ ନିହାତି ଜାଣିବେ ଯେ ପ୍ରକୃତ ଘଟଣା କଣ ଥିଲା ।

 

ରାନୀ ପଣ୍ଡା କହିଛନ୍ତି ଯେ ମୋ ପରିସ୍ଥିତି ଖରାପ ବେଳେ ମୁଁ ନିଜେ ଚଳିବା ପାଇଁ କିଛି ଲୋକ ଙ୍କ ଠାରୁ 25 ଲକ୍ଷ ଟଙ୍କା ର କରଜ କରିଛି । ଯେଉଁଟା କୁ ମୁଁ ଏବେ ଯାଏଁ ସୁଝି ନାହିଁ । କହିଛନ୍ତି ଯେ କିଛି ଲୋକ ଙ୍କ ଠାରୁ ଆଣିଥିଲି ,ସମସ୍ତଙ୍କୁ ଦେଇ ସାରିଛି ଆଉ ଜଣେ ଲୋକ ଅଛନ୍ତି ଯାହାଙ୍କୁ ଏବେ ଯାଏଁ ମୁଁ ପଇସା ଫେରସ୍ତ ଦେଇ ନାହିଁ ।

 

ମୁଁ ତାଙ୍କୁ କହିଥିଲି ଯେ ମୁଁ ସମୟ ସୁବିଧା ଦେଖି ପଇସା ଫେରସ୍ତ କରିଦେବି ବୋଲି ,ମତେ ଟିକେ ସମୟ ଦିଅନ୍ତୁ । ଯେଉଁ ଲୋକ ଠାରୁ ମୁଁ ଆଣିଥିଲି ସେ ମୋ ସହ ଭଲ ବ୍ୟବହାର କରୁଥିଲେ ଏବଂ ସାହାଯ୍ୟ ବି କରୁଥିଲେ । ରାନୀ ପଣ୍ଡା ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ,ରାନୀ ପଣ୍ଡା ଆପଣ ଜଣେ ଭଲ ଲୋକ ସେଥିପାଇଁ ମୁଁ ତୁମକୁ ସାହାଯ୍ୟ କରୁଛି ।

 

ସେ ମତେ ସେତିକି ସାହାଯ୍ୟ କରୁଥିଲେ ଏବଂ ମୋ ସହ ଭଲ ବ୍ୟବହାର କରୁଥିଲେ ସେଥିପାଇଁ ମୁଁ ତାଙ୍କ ସହ ସେତିକି ଅନ୍ତରଙ୍ଗ ଭାବେ ମିଶି ଥିଲି ଏବଂ ତାଙ୍କର ଏଭଳି ମହାନତା ଗୁଣ ଆଉ ମୁଁ ତାଙ୍କୁ ଲାଇକ୍ ମଧ୍ୟ କରୁଥିଲି । ଆଉ ବର୍ତ୍ତମାନ ମୁଁ ଫସି ଯାଇଛି । ମୁଁ ଯାହା ଠାରୁ ପଇସା ଆଣିଛି ସେ ବର୍ତ୍ତମାନ ବହୁତ୍ ମାନସିକ ଚାପ ପକାଉଛନ୍ତି । ରାନୀ ପଣ୍ଡା ଭଳିଆ ଲୋକ ତ ସୁଇ ସାଇଡ କରିବା ଲୋକ ନୁହେଁ ,କିନ୍ତୁ ମୁଁ ଯେଉଁ ପରିସ୍ଥିତି ରେ ବର୍ତ୍ତମାନ ଅଛି ମୁଁ ସୁଇ ସାଇଡ କରିବା ପାଇଁ ବାଧ୍ୟ ଦେଉଛି ।

 

 ଶେଷ ରେ କହିଛନ୍ତି ଯେ ରାଣୀ ପଣ୍ଡା ଧୋକେବାଜ୍ ନୁହେଁ ,ରାନୀ ପଣ୍ଡା ଲୋକ ମାନଙ୍କୁ ସାହାଯ୍ୟ କରିଛି । ମୋର ପରିସ୍ଥିତି ସେଭଳି ଥିଲା ବୋଲି ମୁଁ ଟଙ୍କା ଆଣିଥିଲି । ମୁଁ ବହୁତ୍ ବଡ ଭୁଲ କରିଛି ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଲୋକ ଙ୍କ ଠାରୁ ପଇସା ଆଣି । ଆଉ ଯଦି କେବେ ବି ମୁଁ ସୁଇ ସାଇଡ କରେ କି ମରିଯାଏ ତାହେଲେ ଆପଣ ମାନେ ସମସ୍ତେ ମତେ କ୍ଷମା କରିବେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *