ଗୋଟିଏ ରାତି ଏମିତି କରି ଲଗେଇ ଦିଅ ଦେଖିବେ ସଖାଳୁ ଆପଣଙ୍କୁ ନିଜ ଘର ଲୋକ ଦେଖି ଚକିତ ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାତିରେ ୨ମିନିଟ ଏହାକୁ ଲଗେଇ ଦିଅନ୍ତୁ ସକାଳକୁ ଗୋରା ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଝିଅ ମାନେ ସାଧାରଣତଃ ନିଜର ସ୍କିନ୍ କୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି, ଯିଏ ଯେତେ ସୁନ୍ଦର ହୋଇଥାଉ ବା ଯିଏ ଯେତେ ଗୋରା ହୋଇଥାଉ, ସେ ସବୁବେଳେ ଭାବୁଥାଏ କି ମୁଁ କେମିତି ଆଉ ଟିକେ ଗୋରା ହୋଇ ପାରିବି ଆଉ ଟିକେ ସୁନ୍ଦର ହୋଇ ପାରିବି। ଏଥିପାଇଁ ସେ ସେହିସବୁ କରିବାକୁ ପ୍ରସ୍ତୁତ ଥାଏ, ଯାହା କରିବା ଦ୍ୱାରା ତାର ତ୍ୱଚା ଅଧିକ ଭଲ ହୋଇ ପାରିବ ଏବଂ ସେ ଅଧିକ ସୁନ୍ଦର ଦେଖା ଯାଇ ପାରିବ। ତେବେ ଆମେ ଆଜି ଆପଣ ମାନଙ୍କୁ ଏକ ଘରୋଇ ନୁଷ୍କା ସମ୍ପର୍କରେ କହିବୁ ଯାହାକୁ ଘରେ ତିଆରି କରି ଆପଣମାନେ ଆପଣଙ୍କ ମୁହଁରେ ଲଗାଇଲେ ଚେହେରାରେ ଗ୍ଲୋ ବଢିବ ଏବଂ ଆପଣ ସୁନ୍ଦର ଦେଖାଯାଇ ପାରିବେ। 

 

ସର୍ବ ପ୍ରଥମେ ଆପଣଙ୍କୁ ଦରକାର ପଡିବ ଅଟା । ଗୋଟିଏ ବାଉଲରେ ପ୍ରଥମେ ଏକ ଚାମଚ ଅଟା ନିଅନ୍ତୁ । ଏହାପରେ ସେଥିରେ ଅଧା ଚାମଚ ରୁ ଟିକେ କମ୍ ହଳଦୀ ପାଉଡର ନେବେ ଏବଂ ୧୦ ରୁ ୧୨ବୁନ୍ଦା ଲେମ୍ବୁର ରସ ସେଥିରେ ମିଶାଇବେ । ଏହାପରେ ଆପଣଙ୍କୁ ଦରକାର ଭିଟାମିନ୍ E କ୍ୟାପସୁଲ୍ । ଏହା ବହୁତ ଇମ୍ପୋର୍ଟାଣ୍ଡ ଅଟେ, ଆଉ ଏହାପରେ ଆପଣ ସେଥିରେ ଗୋଲାପ ଜଳ ମିଶାନ୍ତୁ। ଯେମିତି ଗୋଟିଏ ପେଷ୍ଟ ବନେଇବା ପାଇଂ ଯେତିକି ଗୋଲାପ ଜଳ ଆବଶ୍ୟକ ସେଥିରେ ସେମିତି ଅଳ୍ପ ଅଳ୍ପ କରି ମିଶାନ୍ତୁ । ଆଉ ଏହାପରେ ସେହି ସବୁ ଜିନିଷକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ । 

 

ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ଏବଂ କେତେବେଳେ ନିଜ ସ୍କିନରେ ଏପ୍ଲାଏ କରିବେ । ତେବେ ଯେତେବେଳେ ଆପଣ ଗାଧୋଇବା ପାଇଁ ଯାଉଛନ୍ତି ତାହାର ୫ ରୁ ୧୦ ମିନିଟ୍ ଆଗରୁ ଏହାକୁ ନିଜ ହାତରେ ନେଇ ଭଲ ଭବାରେ ସଂମ୍ପୂର୍ଣ୍ଣ ଫେସ୍ ରେ ଏପ୍ଲାଏ କରନ୍ତୁ। କିନ୍ତୁ ତା ଆଗରୁ ଆପଣ ନିଜ ଫେସ୍ କୁ ଭଲ ଭାବରେ ଧୋଇ ଦେବେ। ଏଥିରେ ମୁଖ୍ୟ ଜିନିଷ ହେଉଛି ହଳଦୀ, ହଳଦୀରେ ଥାଏ ଆଣ୍ଟି ଇନଫ୍ଲାମେଣ୍ଟରି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରପୋଟିଜ୍। ଯାହା ଆମ ସ୍କିନକୁ ବ୍ରାଇଟେନ କରିବା ସହିତ ସ୍କିନର କମ୍ପେଲେକ୍ସନକୁ ଲାଇଟେନ୍ କରିବାରେ, ଆମ ସ୍କିନକୁ ପିଗମିଟେସନ୍ ,ଏକନିକ୍, ପିମ୍ପଲ୍ ଏସବୁକୁ ରିମୋଭ କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *