JADEJA କରିଥିଲେ CSK ସହ ବିଶ୍ୱାସଘାତକ । 1 ବର୍ଷ ବ୍ୟାନ JADEJA…ଜାଣନ୍ତୁ କାରଣ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ jadeja ଙ୍କ ବର୍ଷେ ବ୍ୟାନ ବିଷୟରେ । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ଖବର ଟି କୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ।

ଭାରତୀୟ ଦଳର ବର୍ତ୍ତମାନ ବିଶ୍ୱର No.1 ଅଳରାଉଣ୍ଡର ରୂପରେ ବିଦ୍ୟମାନ । ବ୍ୟାଟିଂ ହେଉ କି ବୋଲିଂ କି ଫିଲଡିଂ ସବୁଥରେ ତାଙ୍କର ଚମତ୍କାର ଦେଖିବାକୁ ମିଳିଛି । ବର୍ତମାନ ସମୟରେ ଭାରତୀୟ ଦଳ ପାଇଁ ଭରସା ଯୋଗ୍ୟ ଫିନିଷର ମଧ୍ୟ ।

ବର୍ତ୍ତମାନ ଏକ ବଡ ଖୁଲାସା ହେଇଛି । jadeja 2010 ମସିହାର ୧ ବର୍ଷ Csk ପାଇଁ ବ୍ୟାନ ର କାରଣ ଜଣାପଡିଛି । ଯାହା Jadeja ଙ୍କ ଭଳି ଖେଳାଳି ଙ୍କ ପାଖରୁ ଆଶା କରା ଯାଇନଥିଲା । Jadeja 2010 ମସିହାରେ CSK କୁ ଧୋକା ଦେଇଥିଲେ ଯାହା ପାଇଁ Jadeja ଙ୍କୁ 1 ବର୍ଷ IPL ବ୍ୟାନ ହେବାକୁ ପଡିଥିଲା । ଆସନ୍ତୁ ଜାଣିବା କଣ ପାଇଁ ହୋଇଥିଲେ ବ୍ୟାନ ।

Jadeja CSK ରେ ଥାଇ ଅନ୍ୟ ଦଳ ପାଇଁ ଖେଳିବାକୁ ଚାଂହୁଥିଲେ ଯାହା ଟଙ୍କାର ଲୋଭରେ । JADEJA ଙ୍କ ଏହି ବିଷୟ ଧରା ପଡିଯାଇଥିଲା ଯାହା ପାଇଁ JADEJA ଙ୍କୁ 1 ବର୍ଷ ବ୍ୟାନ କରାଯାଇଥିଲା ।

ଯଦି ଆପଣଙ୍କୁ ଏହି ଭଳି ଖବର ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ LIKE କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *