ଫୁଣି ବାତ୍ୟା ଭୟ ! ସମୁଦ୍ରରେ ବାତ୍ୟା ଗୋଟାଉଛି ବଳ ! ଏପ୍ରିଲ 6 ରେ ଲ୍ୟାଣ୍ଡଫଲ ର ପୂର୍ବାନୁମାନ ! କେଉଁଠି ହେବ ଲ୍ୟାଣ୍ଡଫଲ ?

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ କେଉଁ ବଡ ଖବର ସାମ୍ନା କୁ ଆସିଛି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ରୁ ସାମ୍ନା କୁ ଆସିଛି ଏକ ବଡ ଖବର । ବର୍ତ୍ତମାନ ସମୟ ରେ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ଏହା ସୂଚନା ଦେଇଛନ୍ତି ଯେ ଆସନ୍ତା ସପ୍ତାହ ରେ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ରେ ବାତ୍ୟା ସୃଷ୍ଟି ହେବା ନେଇ ପାଗ ଅନୁକୂଳ ରହିଛି । ତେବେ ବନ୍ଧୁଗଣ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଆସନ୍ତୁ ନଜର ପକାଇବା ।

 

ବର୍ତ୍ତମାନ ସମୟ ରେ ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ ଏହା କହିଛନ୍ତି ଯେ ,ଦକ୍ଷିଣ ଆଣ୍ଡାମାନ ସାଗର ରେ ଏକ ଲୋ ପ୍ରେସର କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହାକି ଆସନ୍ତା 4 ଏବଂ 5 ଏପ୍ରିଲ ର ପାଖାପାଖି ହୋଇପାରେ । କିନ୍ତୁ ବ୍ରୁନେଇ ଦ୍ଵୀପ ପୁଞ୍ଜ ରେ ଏକ ଲୋ ପ୍ରେସର କ୍ଷେତ୍ର ସୃଷ୍ଟି ହୋଇ ସାରିଲାଣି ଯେଉଁଟା, କି ଦକ୍ଷିଣ ଚାଇନା ସାଗର ରେ ରହିଛି ।

 

 ତେବେ ଏହି ଲୋ ପ୍ରେସର କ୍ଷେତ୍ର ହୁଏତ ବୃଦ୍ଧି ପାଇ ଅଧିକ ଡିପ୍ରେଶନ ହୋଇପାରେ ଏବଂ ଏହାପରେ ତାହା 3 ତାରିଖ ସୁଦ୍ଧା ଭିଏତନାମ ରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ତେବେ 3 ତାରିଖ ପରେ ତାହା ଆଣ୍ଡାମାନ ସାଗର ସହ ମିଶି ଦକ୍ଷିଣ ଆଣ୍ଡାମାନ ସାଗର ରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଏହା ପାଖାପାଖି 3 କିମ୍ବା 4 ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ପହଂଚିବାର ସମ୍ଭାବନା ରହିଛି ।

 

 

 ତେବେ 4 କିମ୍ବା 5 ତାରିଖ ବେଳକୁ ଏହା ସଂଘଠୀତ ହୋଇ ଲୋ ପ୍ରେସର କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଲୋ ପ୍ରେସର କ୍ଷେତ୍ର ସୃଷ୍ଟି ହୋଇନି ସେଥିପାଇଁ ବର୍ତ୍ତମାନ କିଛି ସ୍ପଷ୍ଟ ଭାବରେ କହି ହେବ ନାହିଁ । ତେବେ ଏହା ଦ୍ଵାରା ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଦେଖା ଦେଉଛି ।କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ରେ କୌଣସି ପରିବର୍ତ୍ତନ ନେଇ ସୂଚନା ଦେଇ ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *