ସରକାର୍ ଙ୍କ ବଡ଼ ଘୋଷଣା,ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା। ଜାଣନ୍ତୁ କିପରି ପାଇବେ ଆପଣ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର୍ ଙ୍କ ବଡ଼ ଘୋଷଣା,ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମସ୍ତ ଦରଦାମ୍ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । କରନା ପ୍ରଭାବ ରେ ଦେଶ ର ସାଧାରଣ ଲୋକ ଙ୍କ ଉପରେ ପ୍ରଭାବ ପକାଇଥିଲା । ରନ୍ଧନ ଗ୍ୟାସ ର ଦାମ୍ ଦିନ କୁ ଦିନ ବୃଦ୍ଧି ପାଉଛି । ପେଟ୍ରୋଲ ପରେ ରନ୍ଧନ ଗ୍ୟାସ ର ଦାମ୍ ବୃଦ୍ଧି ଯୋଗୁଁ ରାଜନୈତିକ ଦଳ ନିଜର ରାଜନୀତି ଆରମ୍ଭ କରି ଦେଇଛନ୍ତି । ଗୋଆ ର ମୁଖ୍ୟମନ୍ତ୍ରୀ ଏହି ସମୟ ରେ ଜନ ସାଧାରଣ ପାଇଁ ଏକ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ଗୋଆ ର ଥିବା ସମସ୍ତ ପରିବାର କୁ ୩ ଟି ଗ୍ୟାସ୍ ବର୍ଷ ରେ ମାଗଣା ରେ ଦିଆ ଯିବ । 

 

ଗତ କାଲି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ନେବାପରେ ଏହି ସୂଚନା କୁ  ଘୋଷଣା କରିଛନ୍ତି । ଗତ କାଲି ଗୋଆ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥ ନେବା ପରେ ପ୍ରମୋଦ ସାୱନ୍ତ ଏକ ଟ୍ୱିଟ କରି ଥିଲେ । ସେ ସେଥିରେ ଲେଖିଥିଲେ ଜେ ଶପଥ ନେବା ପରେ ପ୍ରଥମ ବୈଠକରେ ବିଜେପି ନିର୍ବାଚନ ବେଳେ ଲୋକଙ୍କୁ ଦିଆ ଯାଇଥିବା ଥିବା ପ୍ରତିଶ୍ରୁତି ମାଗଣା ଗ୍ୟାସ ପୂରଣ କରିବା ପାଇଁ ପଦକ୍ଷେପ ନିଆ ଯାଇଛି । ତେଣୁ ଏହି  ରାଜ୍ୟର ପ୍ରତି ପରିବାରକୁ ବର୍ଷକୁ ୩ ଟି ଗ୍ୟାସ ସିଲିଣ୍ଡର ମାଗଣା ଯୋଗାଇ ଦିଆଯିବ । 

 

୨୦୧୯ ରେ  ଗୋଆର ମୁଖ୍ୟମନ୍ତ୍ରୀ  ମନୋହର ପାରିକରଙ୍କ ଦେହାନ୍ତ ହୋଇଥିଲା । ଏହା ପରେ  ଏହି ଦଳ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ  ବାଛି ଥିଲା  । ମାତ୍ର  ଚଳିତ ବିଧାନସଭା ନିର୍ବାଚନରେ ଦଳ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଦଳ ରାଜ୍ୟର ବଡପାର୍ଟି ଭାବେ ଉଭା ହୋଇଛି । ୪୦ ଟି  ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିକୁ ୨୦ ଟି ଆସନ ମିଳିଥିବାରୁ ଏବେ ସେଠାରେ ବିଜେପି ସରକାର ଗଠନ କରିଛି । ଏହା ପରେ ସେ ଏହି ନିଷ୍ପତି ନେଇ ଘୋଷଣା ମଧ୍ୟ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *