ହନୁମାନ ଙ୍କ ଏହି ଚମତ୍କାରି ମନ୍ତ୍ର କୁ ଜପ କଲେ ଜୀବନ ରେ କେବେ ବି ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ – ଜାଣନ୍ତୁ ସେହି ମନ୍ତ୍ର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆର୍ଥିକ ସଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନଙ୍କ ଏହି ମନ୍ତ୍ର । ଏବେ ଆସନ୍ତୁ ଜାଣିବା କଣ ସେହି ମନ୍ତ୍ର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଭଗବାନ୍ ହନୁମାନ ହେଉଛନ୍ତି ଭଗବାନ୍ ଶିବ ଙ୍କ ର ଏକ ଅଂଶ। ତେବେ ମଙ୍ଗଳ ବାର ଦିନ ଭଗବାନ୍ ହନୁମାନ ଙ୍କ ପୂଜା କରାଯାଇଥାଏ। ଏହି ଦିନ ଭଗବାନ୍ ଙ୍କ ପୂଜା ଉପାସନା କରିବା ଦ୍ୱାରା ଭକ୍ତ ଙ୍କ ସମସ୍ତ ସଙ୍କଟ କୁ ଦୂର କରିଥାନ୍ତି ସଙ୍କଟ ମୋଚନ ହନୁମାନ । ଭକ୍ତ ମାନଙ୍କୁ ସଙ୍କଟ ରୁ ରକ୍ଷା କରୁଥିବାରୁ ପ୍ରଭୁ ଙ୍କୁ ସଙ୍କଟ ମୋଚନ ବୀର ବଜରଙ୍ଗୱାଲି କୁହାଯାଏ ।

 

ଅନେକ ଧାର୍ମିକ ଗ୍ରନ୍ଥ ରେ ଏହା ଉଲ୍ଲେଖ ରହିଛି ଯେ ସଙ୍କଟ ରେ ପଡ଼ିଥିବା ସମୟ ରେ ପ୍ରଭୁ ହନୁମାନ ଙ୍କ ସ୍ମରଣ କରିବା ଦ୍ଵାରା ସଙ୍କଟ ଦୂରେଇ ଯାଇଥାଏ । ତେବେ ଜାଣି ରଖନ୍ତୁ ଯେ ,ମଙ୍ଗଳ ବାର ଦିନ ପ୍ରଭୁ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ଜାତକରେ ସୂର୍ଯ୍ୟ ମଜବୁତ ହୋଇଥାନ୍ତି ଏବଂ ଜୀବନରେ ଉନ୍ନତି ହୋଇଥାଏ । ତେବେ ବନ୍ଧୁଗଣ  ସମସ୍ତ ଦୁଃଖ, ସଙ୍କଟ, ସମସ୍ୟାରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ସମୟ ରେ ଏହି ସବୁ ମନ୍ତ୍ର ର ଜପ କରନ୍ତୁ।

 

୧. ଓଁ ପୂର୍ବକପିମୁଖାୟ ପଞ୍ଚମୁଖ ହନୁମନ୍ତେଟଂଟଂ  ଟଂ ଟଂ ଟଂ ସକଳ ଶତୃ ସଂହରାୟଣ ସ୍ୱାହା ।

ଏହି ମନ୍ତ୍ର ର ଜପ କରିବା ଦ୍ଵାରା ଶ-ତ୍ରୁ ର ପରାଜୟ ହୋଇଥାଏ ତଥା ଦମନ ହୋଇଥାଏ। ତେବେ ନିୟମିତ ସ୍ନାନ ଓ ଧ୍ୟାନ ଏବଂ ହନୁମାନ ଚାଳିଶା ପାଠ କରିବା ପରେ ଏହି ମନ୍ତ୍ରକୁ ୧୧ ଥର ଜପନ୍ତୁ ।

୨. ଓଁ ନମୋ ଭଗବତେ ପଞ୍ଚବଦନାୟ ପଶ୍ଚିମୁଖାୟ ଗରୁଡାନନା ମଂ ମଂ ମଂ ମଂ ମଂ ସକଳ ବିଷହରାୟ ସ୍ୱାହା ।

 

 ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ୟକ୍ତି ନିୟମିତ ସ୍ନାନଓ ଧ୍ୟାନ ପରେ ୧୧ ଥର ଏହି ମନ୍ତ୍ର ଜପନ୍ତୁ । ଏହି ମନ୍ତ୍ର କୁ ନିୟମିତ ଉଚ୍ଚାରଣ କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂରେଇ ଯାଇଥାଏ ।

 

୩. ଓଁ ହଂ ହନୁମଂତେ ରୁଦ୍ରାତ୍ମକାୟ ହୁଂ ଫଟ୍

ତବେ ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ପ୍ରଭୁ ହନୁମାନ ବହୁତ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି । ତେବେ ଏହି ମନ୍ତ୍ର କୁ ନିୟମିତ ପୂଜା କରିବା ସମୟରେ ଜପନ୍ତୁ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *