ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜର ଇଚ୍ଛାକୁ ତକିଆ ତଳେ ଏମିତି ଲେଖି ରଖି ଦିଅନ୍ତୁ ,ଆଉ ତା ପରେ ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଧ୍ୟାତ୍ମିକ ପରାୟଣ ରାଷ୍ଟ୍ର ଭାରତରେ ସମସ୍ତେ ଈଶ୍ୱର ବିଶ୍ବାସୀ ହୋଇଥାନ୍ତି।ଭାରତରେ ହିଁ ପ୍ରାୟତଃ ସମସ୍ତେ ଦେବଦେବୀ ଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି।ଭାରତବାସୀ ମୁଖ୍ୟତଃ ଧାର୍ମିକ ସ୍ଵଭାବ ସମ୍ପନ୍ନ ହୋଇଥାନ୍ତି।ତେବେ ଆମର ୩୩କୋଟି ଦେବା ଦେବୀ ଙ୍କୁ ଆରାଧନା କରାଯାଏ।ମୁଖ୍ୟତଃ ଈଶ୍ୱର ଏକ ରୂପ ଅନେକ।ତେବେ ବନ୍ଧୁଗଣ ହିନ୍ଦୁ ଧର୍ମର ସଂସ୍କୃତିରେ ପ୍ରତ୍ୟେକ ଘରେ ପ୍ରତିଦିନ ପୂଜା କରିବାର ନିୟମ ରହିଛି। ଯାହାକି ନିର୍ଦ୍ଦିଷ୍ଟ ବିଧି ବିଧାନ ଦ୍ଵାରା ସମ୍ପନ୍ନ ହୋଇଥାଏ।
ସାଧାରଣତଃ ମଣିଷ ର ଜନ୍ମ ସମୟ ରେ ଗ୍ରହ ନକ୍ଷତ୍ର ର ଅବସ୍ଥାପିତ କୁ ଦେଖି ନାମକରଣ କରାଯାଏ । ମଣିଷ ର ହାତ ଓ କପାଳ ଦେଖିଲେ ଯେମିତି ସେମାନଙ୍କ ବିଷୟ ରେ ଜାଣିହୁଏ ସେମିତି ଲୋକ ଙ୍କ ନାମ ର ପ୍ରଥମ ଅକ୍ଷର ରୁ ମଧ୍ୟ ଲୋକ ଙ୍କ ସ୍ଵଭାବ ବିଷୟ ରେ କିଛି କିଛି ଜାଣିହୁଏ । ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହା ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ବିବେଚନା କରା ଯାଇ ଥାଏ।
ତେବେ ଗୋଟେ ପେପର ନେଇ ସେଥିରେ ନିଜ ର ମନର କଥା କୁ ସେହି ପେପର ରେ ଲେଖି ନିଜ ର ଶୋଇଥିବ ଖଟ ରେ ପଢିଥିବା ତକିଆ ତଳେ ରଖିବେ । ମାତ୍ର କଳା ରଙ୍ଗ ର ଓ ନାଲି ରଙ୍ଗ କାଲି ରେ ଲେଖିବେ ନାହିଁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯାହାକୁ ଆପଣଙ୍କର ଅତୀତ ବା ଭବିଷ୍ୟତର ଭାଷାରେ ନ ଲେଖି ବର୍ତ୍ତମାନରେ ଲେଖିବାକୁ ପଢିବ। 28282828 ସଂଖ୍ୟା ଭାଗ କରି ପ୍ରତିଦିନ ନିଜର ତକିଆ ତଳେ ଶେଇଲେ ନିଜର ଇଛା ପୂର୍ଣ୍ଣ ହେବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।