ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଧ୍ବସ୍ତ ବିଧ୍ବସ୍ତ ୟୁକ୍ରେନ ସହର ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିଦେଇଛନ୍ତି କିନ୍ତୁ ଏହା ପରେ ମଧ୍ୟ ଟଳୁ ନାହିଁ ଯୁଦ୍ଧ ର ଭୟ । ଯୁଦ୍ଧ ର ଆଶଙ୍କା କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢ଼ି ଯାଉଛି। ତେବେ ବର୍ତ୍ତମାନ ସାରା ବିଶ୍ଵର ନଜର ରହିଛି ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ ଉପରେ । ତେବେ ଋଷ କୌଣସି ଦେଶ ର କଥା କୁ ନ ଶୁଣି ୟୁକ୍ରେନ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି ।
ଏମିତି ଲାଗୁଛି ସତେ ଯେପରି ୟୁକ୍ରେନ ଦେଶ କୁ ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ପୁଟିନ୍ । ଏହି ଏହି ଯୁଦ୍ଧ ରେ ୟୁକ୍ରେନ ମଧ୍ୟ ପଛଘୁଞ୍ଚା ନ ଦେଇ ଯୁଦ୍ଧ ଜାରି ରଖିଛି । ତେବେ ୟୁକ୍ରେନ ର ରାଜଧାନୀ କ୍ୱିଭ୍ କୁ ଟାର୍ଗେଟ କରି ଦେଇଛି ଋଷ ।ୟୁକ୍ରେନ ର ରାଜଧାନୀ କ୍ଵିଭ୍ ଉପରେ ଘନ ଘନ ରକେଟ ମାଡ଼ କରୁଛି ଋଷ ।
ତେବେ ଅନେକ ଦିନ ହୋଇଗଲାଣି ହେଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନିଁ । ତେବେ ଏହି ଯୁଦ୍ଧ କୁ କୌଣସି ଦେଶ ତଥା ଜାତିସଂଘ ମଧ୍ୟ ରୋକି ପାରୁ ନାହିଁ। ତେବେ ମିଶାଇଲ ଏବଂ ବି-ସ୍ଫୋ-ରକ ଆକ୍ରମଣ ରେ ଛାରଖାର ହୋଇଗଲାଣି ୟୁକ୍ରେନ । ବର୍ତ୍ତମାନ ମଧ୍ୟ ୟୁକ୍ରେନ ଉପରେ ଋଷ ର ଘନଘନ ରକେଟ୍ ମାଡ଼ ଜାରି ରହିଛି ।
ୟୁକ୍ରେନ ସରକାର ଏହା ଅଭିଯୋଗ କରିଛନ୍ତି ଯେ ,ୟୁକ୍ରେନ ର ସାଧାରଣ ଲୋକ ଙ୍କ ଆଶ୍ରୟସ୍ଥଳୀ କୁ ଟାର୍ଗେଟ କରି ବୋମା ମାଡ଼ କରୁଛି ଋଷ । ତେବେ ବର୍ତ୍ତମାନ ୟୁକ୍ରେନ ର ପ୍ରତି ଗଳିରେ ରହିଛନ୍ତି ଋଷ ସେନା ଏବଂ ସେମାନଙ୍କ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ତେବେ ଋଷ ର ପ୍ରାୟ ଷୋହଳ ହଜାର ସୈନ୍ୟ ପ୍ରାଣ ହରାଇଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।