ଗୋଟିଏ ରାତି ଏହାକୁ ଲଗେଇ ଦିଅ,ସକାଳୁ ଆପଣଙ୍କ ମୁଁହ ର ଚମକ୍ ଦେଖି ଆପଣଙ୍କ ଘର ଲୋକ ଦେଖି ଚକିତ ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାତିରେ ୨ମିନିଟ ଏହାକୁ ଲଗେଇ ଦିଅନ୍ତୁ ସକାଳକୁ ଗୋରା ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଏ କଥା ତ ପ୍ରାୟ ସମସ୍ତେ ଜାଣିଛନ୍ତି ଯେ , ଝିଅ ମାନେ ପ୍ରାୟ ନିଜର ସ୍କିନ୍ କୁ ନେଇ ସବୁବେଳେ ଚିନ୍ତାରେ ରହି ଥାଆନ୍ତି । ଏମିତିକି ଯେତେ ଗୋରା ହେଲେ ମଧ୍ୟ ଆଉ ଅଧିକ ଗୋରା ହେବା ପାଇଁ ସେମାନଙ୍କ ଇଚ୍ଛା ରହିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏମିତି ଘରୋଇ ନୁଷ୍କା ସମ୍ପର୍କରେ କହିବୁ ଯାହାକୁ ଲଗାଇବା ପରେ ଚେହେରାର ଗ୍ଲୋ ବଢିବ ଏବଂ ଅଧିକ ସୁନ୍ଦର ଦେଖା ଯିବେ।

 

ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଟା ର ଆବଶ୍ୟକତା ପଡ଼ିବ । ତେବେ ପ୍ରଥମେ ଏକ ବାଉଲ୍ ରେ ଏକ ଚାମଚ ଅଟା ନେଇ ସେଥିରେ ଅଧା ଚାମଚ ରୁ ଟିକେ କମ୍ ହଳଦୀ ପାଉଡର ନେବେ। ଏହାପରେ ସେଥିରେ ୧୦ ରୁ ୧୨ବୁନ୍ଦା ଲେମ୍ବୁର ରସ ମିଶାଇବେ। ଏହାପରେ ଭିଟାମିନ୍ E କ୍ୟାପସୁଲ୍ ର ଦରକାର ପଡ଼ିବ। ଏହାପରେ ସେଥିରେ ଅଳ୍ପ ଅଳ୍ପ କରି କିଛି ଗୋଲାପ ଜଳ ମିଶାନ୍ତୁ। ଏହାପରେ ତାହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

 

 

ତେବେ ଏହାକୁ କେତେବେଳେ ଏବଂ କିପରି ଲଗାଇବେ ,ଆସନ୍ତୁ ଜାଣି ନେବା । ତେବେ ଗାଧୋଇବାକୁ ଯିବାର ୫ ରୁ ୧୦ ମିନିଟ୍ ପୂର୍ବରୁ ଏହି ମିଶ୍ରଣ କୁ ନେଇ ଭଲ ଭାବରେ ସଂମ୍ପୂର୍ଣ୍ଣ ଫେସ୍ ରେ ଲଗାଇ ଦିଅନ୍ତୁ। କିନ୍ତୁ ତା ପୂର୍ବରୁ ଆପଣ ନିଜର ମୁଁହ କୁ ଭଲ ଭାବରେ ଧୋଇଦେବେ । ତେବେ ଏହା ଦ୍ଵାରା ସ୍କିନ ରେ ଚମକ୍ ଆସିବା ସହିତ ମୁହଁ ରୁ ବ୍ରଣ ତଥା ଅନ୍ୟାନ୍ୟ ଦାଗ କୁ ଦୂର କରିବାରେ ବହୁତ୍ ସାହାଯ୍ୟ କରିଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *