ସରକାର୍ ଙ୍କ ବଡ଼ ଘୋଷଣା,ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା। ଜାଣନ୍ତୁ କିପରି ପାଇବେ ଆପଣ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର୍ ଙ୍କ ବଡ଼ ଘୋଷଣା,ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ କରୋନା ର ପ୍ରଭାବ ସିଧାସଳଖ ଦେଶ ର ଅର୍ଥନୀତି ଉପରେ ପଡିଥିଲା ଏବଂ ଦର ଦାମ୍ ରେ ବୃଦ୍ଧି ହେଲେ ମଧ୍ୟ ଏହାର ପ୍ରଭାବ ଆମର ପକେଟ୍ ଉପରେ ପଡିଥାଏ । ଏ କଥା ତ ସମସ୍ତେ ଭଲ ଭାବରେ ଜାଣିଛନ୍ତି ,ଦିନକୁ ଦିନ ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ।

 

ସମସ୍ତ ଦରଦାମ୍ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । କରୋନା ମହାମାରୀ ଦେଶ ର ସାଧାରଣ ଲୋକ ଙ୍କ ଉପରେ ବେଶ୍ ପ୍ରଭାବ ପକାଇଥିଲା । ରନ୍ଧନ ଗ୍ୟାସ ର ଦାମ୍ ଦିନ କୁ ଦିନ ବୃଦ୍ଧି ପାଉଛି । ପେଟ୍ରୋଲ ପରେ ରନ୍ଧନ ଗ୍ୟାସ ର ଦାମ୍ ବୃଦ୍ଧି ଯୋଗୁଁ ରାଜନୈତିକ ଦଳ ନିଜର ରାଜନୀତି ଆରମ୍ଭ କରି ଦେଇଛନ୍ତି । 

 

ତେବେ ଏହି ସମୟ ରେ ଗୋଆ ର ମୁଖ୍ୟମନ୍ତ୍ରୀ  ଜନ ସାଧାରଣ ପାଇଁ ଏକ ବଡ ଘୋଷଣା କରିଛନ୍ତି । ତେବେ ଗୋଆ ରେ ସରକାର ଙ୍କ ତରଫ ରୁ ହୋଇଥିବା ଏକ ଘୋଷଣା ଅନୁଯାୟୀ ସେଠାରେ ସମସ୍ତ ପରିବାର କୁ ୩ ଟି ଗ୍ୟାସ୍ ବର୍ଷ ରେ ମାଗଣା ରେ ଦିଆଯିବ ।ତେବେ ନିକଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘୋଷଣା କରିଛନ୍ତି । 

 

ତେବେ ସେ ଦୁଇ ଥର ପାଇଁ ଗୋଆ ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ପାଠ ପରେ ଲୋକ ଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ରାଜ୍ୟର ପ୍ରତି ପରିବାରକୁ ବର୍ଷକୁ ୩ ଟି ଗ୍ୟାସ ସିଲିଣ୍ଡର ମାଗଣା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଗୋଆ ସରକାର ଙ୍କ ଏହି ଘୋଷଣା ପରେ ସେଠାକାର ଲୋକ ମାନେ ତାଙ୍କ ସରକାର ଙ୍କ ଉପରେ ବେଶ୍ ଖୁସି ଅଛନ୍ତି ଏବଂ ତାଙ୍କର ବେଶ୍ ପ୍ରଶଂସା କରୁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.