ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ, ରାସନ କାର୍ଡ ଧାରୀଙ୍କ ପାଇଁ ସରକାର କେଉଁ ଏକ ଖୁସି ଖବର ନେଇ ଆସିଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାସନ କାର୍ଡ ଧାରୀଙ୍କ ପାଇଁ ସରକାର ନେଇ ଆସିଛନ୍ତି ଏକ ଖୁସି ଖବର । ତେବେ ଦର୍ଶକ ବନ୍ଧୁ ଯଦି ଆପଣ ବି ଜଣେ ରାସନ କାର୍ଡ ଉପଭୋକ୍ତା ,ତେବେ ଶେଷ ପର୍ଯ୍ୟନ୍ତ ପଢନ୍ତୁ, ଏହି ଅପଡେଟ ବିଷୟରେ ଭଲ ଭାବରେ ଜାଣି ପାରିବେ । ତେବେ ସରକାର ରାସନ୍ କାର୍ଡ ର କିଛି ନିୟମ ରେ ପରିବର୍ତ୍ତନ କରିଛନ୍ତି ।
ତେବେ ବର୍ତ୍ତମାନ କେନ୍ଦ୍ର ସରକାର ରାସନ କାର୍ଡ ସହିତ ଆଧାର କାର୍ଡ ସମୟ ସୀମାକୁ ଜୁନ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ସମସ୍ତ କାର୍ଡ ଧାରୀଙ୍କୁ ସାମିଲ କରିବା ପାଇଁ ଆଧାର କାର୍ଡ ଲିଙ୍କ କରି ଯୋଡ଼ା ଯାଉଛି । ସେଥିପାଇଁ ଯେଉଁ ମାନେ ଏ ପର୍ଯ୍ୟନ୍ତ ରାସନ୍ କାର୍ଡ ସହିତ ଆଧାର କାର୍ଡ କୁ ସଂଯୋଗ କରି ନାହାଁନ୍ତି ସେମାନଙ୍କୁ ୨୦୨୨ ଜୁନ ୩୦ ସୁଦ୍ଧା ରାସନ୍ ସହ ଆଧାରର ଲିଙ୍କ୍ କରି ନେବାକୁ ସରକାର ସୁଯୋଗ ଦେଇଛନ୍ତି ।
ତେବେ ଆପଣ ଯଦି ଚାହିଁବେ ତାହେଲେ ନିଜର ଫୋନ୍ କିମ୍ବା ଆପଣଙ୍କ ନିକଟସ୍ଥ ଡିଜିଟାଲ ସେବା କେନ୍ଦ୍ର ଜନ ସେବା କେନ୍ଦ୍ର କୁ ଯାଇ ସେଠାରେ ନିଜର ଆଧାର ନମ୍ବର ରାସନ କାର୍ଡ ସହିତ ଲିଙ୍କ କରି ପାରିବେ। ତେବେ ଏହା ଅଫ୍ ଲାଇନ୍ ମାଧ୍ୟମ ରେ ମଧ୍ୟ ହୋଇ ପାରିବ ।
ତେବେ ଆପଣ ରାସନ୍ କେନ୍ଦ୍ର ରେ ନିଜର ଜରୁରୀ କାଗଜପତ୍ର କୁ ଦେଇ ନିଜର ଆଧାର ନମ୍ବର ଲିଙ୍କ କରି ପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଦରକାର ଆଧାର କାର୍ଡ ଜେରକ୍ସ, ରାସନ କାର୍ଡ ଜେରକ୍ସ ଓ ଏକ ପାସପୋର୍ଟ ଫଟୋ । ତେବେ ଏହିପରି ଭାବରେ ଆପଣ ଅତି ସହଜ ରେ ନିଜର ରାସନ୍ କାର୍ଡ ସହ ଆଧାର କାର୍ଡ କୁ ଲିଙ୍କ୍ କରି ପାରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।