ଘଟିଲା ଆଶ୍ଚର୍ଯ୍ୟର ଘଟଣା । ତୁଳସୀ ଗଛରେ ଫୁଟିଲା ମନ୍ଦାର ଫୁଲ । ଆସନ୍ତୁ ଦେଖିବା ଏହି Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ ସତ୍ୟ । ଭଦ୍ରକରେ ଗୋଟେ ତୁଳସୀ ଗଛରେ ଫୁଟିଲା ମନ୍ଦାର ଫୁଲ । ମାଳିକା ଦେଲା ଭ-ୟ-ଙ୍କ-ର ଭବିଷ୍ୟତ ସତର୍କ ବାଣୀ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ସମ୍ପର୍କରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ । ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ । ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ ।ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକାରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ । 

 

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ । ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା । ଏହାର ପ୍ରଭାବ ଏବଂ ଏହାର ପାରଦର୍ଶିତା ବିଷୟରେ ଅନେକଙ୍କୁ ଏବେବି ଜଣା ନାହିଁ । ତେବେ ଆମର ମହାପୁରୁଷ ମାନେ କିପରି ଠାର ଗାରରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ତ ମାଳିକାରୁ ଜାଣିବାକୁ ପାଇଥାଉ ।

 

ତେବେ ଆଜିର ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ । ତେବେ ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ ସେଥିପାଇଁ ଅନେକ କୋକ ଚେଷ୍ଟା ଜାରି ରଖିଛନ୍ତି । ଗୋଟି ଗୋଟି କରି ଲୁଚି ରହିଥିବା ସମସ୍ତ ମାଳିକା ବର୍ଣ୍ଣିତ ସ୍ଥାନକୁ ଲୋକ ଲୋଚନକୁ ଆଣିବା ପାଇଁ କେତେକ ସାଧୁ ସନ୍ଥ ଏବଂ ତପସ୍ୱୀ ବ୍ୟକ୍ତି ତାଙ୍କର ପ୍ରୟାସ ଜାରି ରଖିଛନ୍ତି। 

 

ଏବେ ପୁଣି ଏକ ମାଳିକା ବର୍ଣ୍ଣିତ ତଥ୍ଯ ସତ୍ୟ ପ୍ରମାଣିତ ହୋଇଛି । ମାଳିକା ରେ ଯାହା ଲେଖା ଥିଲା ସେଇୟା ହେଲା । ଭଦ୍ରକର ଭଣ୍ଡାରୀପୋଖରୀ ଘଟିଛି ଅଦ୍ଭୁତ ଘଟଣା । କାରଣ ଏଠାରେ ତୁଳସୀ ଗଛରେ ଫୁଟିଛି ମନ୍ଦାର ଫୁଲ । ଭଦ୍ରକର ଭଣ୍ଡାରୀପୋଖରୀ ରେ ଏହି ପ୍ରକାରର ବିଲକ୍ଷଣ ଦେଖା ଦେଇଛି । ତୁଳସୀ ଗଛରେ ମନ୍ଦାର ଫୁଟି ସମସ୍ତଙ୍କୁ ଚକିତ କରି ଦେଇଛି । ସମୟ ଆସିବ ଯେତେବେଳ ଗାଈ ମାନେ ବିଷ୍ଟା ଭକ୍ଷଣ କରିବେ ଏବଂ ବାଉଁଶ ଗଛରେ ଗହମ ଧରିବ ଭଳି ଘଟଣା ଆଗକୁ ଘଟିବ ବୋଲି ମହାପୁରୁଷ କହିଛନ୍ତି । ତେବେ ସେସବୁକୁ ଆପଣ ମାନେ ଆଗାମୀ ଭବିଷ୍ୟତରେ ନିଜେ ହିଁ ଦେଖିବେ କି କଣ ଘଟିବାକୁ ଯାଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *