ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁତ୍ର ସନ୍ତାନ ଚାହୁଁଥିଲେ କରନ୍ତୁ ଏହି ସବୁ କାମ, ଆପଣଙ୍କର ନିଃଶ୍ଚୟ ପୁଅ ହେବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜର ଅନେକ ନୀତି ନିୟମ ରହିଚି ଯାହା ଆମ ଘରେ ମାନି କରି ଚାଲିବାକୁ ପଢ଼ିଥାଏ ।ଆଉ ସେ ସବୁ ନିୟମ ମଧ୍ୟରୁ ବିବାହ ମଧ୍ୟ ଏକ ନିୟମ ଅଟେ । ପ୍ରତ୍ୟେକ ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଚାହିଁଥାଆନ୍ତି ଆଉ ଏହା ପରେ ଏକ ସନ୍ତାନ ର ଆଶା ମଧ୍ୟ ରଖି ଥାଆନ୍ତି। ସେମାନଙ୍କ ର ଗୋଟିଏ ପୁତ୍ର ସନ୍ତାନ ଜାତ ହେଉ ବୋଲି ଇଚ୍ଛା ଥାଏ। ପୁଅ ବା ଝିଅ ଜନ୍ମ ହେବା ଇଶ୍ୱର ଙ୍କ ସୃଷ୍ଟି ହୋଇଥାଏ ସେ ହିଁ ବ୍ୟକ୍ତି ର ଭାଗ୍ୟ ନିର୍ଦ୍ଦାରଣ କରିଥାନ୍ତି ।
ହେଲେ ଏମିତି କିଛି କାମ ରହିଚି ଯାହାକୁ ନିୟମିତ ଭାବ ରେ ପାଳନ କରିବା ଦ୍ୱାରା କିଛି ମାତ୍ରା ରେ ଆମ ଉପରେ ତାହା ର ଭଲ ପ୍ରଭାବ ପଡିଥାଏ । ପୁତ୍ର ସନ୍ତାନ ଜାତ ହୋଇଥିବା ବେଳେ ଆଉ କାହାର କନ୍ୟା ସନ୍ତାନ ମଧ୍ୟ ଜାତ ହୋଇଥାଏ । ପୁଅ ହେଉ ବା ଝିଅ ସମସ୍ତେ ସମ୍ମାନ ହେଲେ ବକିଛି ଲୋକୋ ପୁତ୍ର ସନ୍ତାନ ଆଶା ରେ ସେମାନେ ଅନେକ ପ୍ରକାର ଉପାୟ ବା ପ୍ରଚେଷ୍ଟା କରିଥାନ୍ତି ଆଉ ସେ ସବୁ ବିଶେଷ କିଛି ଫଳପ୍ରଦ ହୋଇ ନଥାଏ ଆଜି ଆପଣ ମାନଙ୍କୁ ଛୋଟ ଉପାୟ ବିଷୟରେ ଜଣେଇହୁ ଯାହାକୁ ନିୟମିତ ଭାବରେ କରିବା ଦ୍ୱାରା ଆପଣଙ୍କର ପୁତ୍ର ସନ୍ତାନ ପ୍ରାପ୍ତ ହେବ ।
1.ପ୍ରତ୍ୟେକ ବ୍ୟକ୍ତି ନିଜର ଠାକୁର ଘରେ ଘିଅର ଦୀପ ଲଗାଇଥାନ୍ତି ଯଦି ଆପଣ ପୁତ୍ର ସନ୍ତାନ ଚାହୁଞ୍ଚନ୍ତି ତେବେ ପ୍ରତି ସୋମବାର ଓ ଶନିବାର ରେ ଦୁଇଟି ଲେଖାଏଁ ଘିଅ ଦୀପ ନିଜ ର ପୂଜା ଘରେ ଜାଳିବା ନିହାତି ଆବଶ୍ୟକ । ମନ ରେ ଇଶ୍ୱରଙ୍କ ପ୍ରତି ସଦଭାବନା ରଖି ଅତି ନିଷ୍ଠା ର ସହକା ରେ ଠାକୁରଙ୍କୁ ଘିଅର ଦୀପ ଅର୍ପଣ କରିବା ଉଚିତ୍ । ଯାହାଦ୍ୱାରା ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସାହାଯ୍ୟ କରିଥାଏ।
- ଶିଶୁ ର ସୁନ୍ଦର ଫୋଟୋ:-
ଆପଣଙ୍କ ବେଡ୍ ରୁମ ରେ ବା ଶୋଇବା ଘରେ ଖଟର ସାମ୍ନାପଟେ ସୁନ୍ଦର ଶିଶୁର ଫୋଟ ନିଶ୍ଚୟ ଲଗାନ୍ତୁ । ଯାହା ଫଳରେ ସେହି ଫୋଟ ଚିତ୍ର ଉପରେ ସର୍ବଦା ମାର ନଜର ପଡିଥାଏ । ଯାହାଦ୍ୱାରା କି ଆପଣଙ୍କର ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।