ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରୂପା ଓ ପିଣ୍ଟୁ କେଉଁ ଭିଡ଼ିଓ ରୁ ଆଜି ଏତେ ଲୋକ ପ୍ରିୟତା ହାସଲ କରିଛନ୍ତି ,ଆସନ୍ତୁ ଦେଖିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନେ ତ ପ୍ରାୟ ସମସ୍ତେ ଓଡ଼ିଆ ଆଲବମ୍ ଜଗତର ପରିଚିତ ଯୋଡ଼ି ରୂପା ଓ ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଦୁଇ ଜଣ ନିଜର ଏକ ୟୁ ଟ୍ୟୁବ ଚ୍ୟାନେଲ ରୁ ଅଧିକ ରୁ ଅଧିକ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତେବେ ବନ୍ଧୁଗଣ ତାଙ୍କର ସେହି ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ ହେଉଛି “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ”। ତେବେ ବନ୍ଧୁଗଣ ଏହି ପରିଚିତ ଯୋଡ଼ି ଏମିତି କେଉଁ ଭିଡ଼ିଓ ରୁ ଏତେ ଲୋକ ପ୍ରିୟ ହୋଇ ପାରିଲେ ,ଆସନ୍ତୁ ଦେଖିବା ।
ତେବେ ସେହି ଚ୍ୟାନେଲ ରେ ଏହି ଦୁଇ ଜଣ ବହୁତ୍ ସୁନ୍ଦର ସୁନ୍ଦର ଭିଡିଓ ଅପଲୋଡ଼ କରିଥାନ୍ତି , ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ। ଏଥିପାଇଁ ମଧ୍ୟ ଲୋକ ମାନେ ତାଙ୍କୁ ଧୀରେ ଧୀରେ ବହୁତ୍ ପସନ୍ଦ କରିବାକୁ ଲାଗୁଛନ୍ତି ,ଯାହା ଦ୍ଵାରା କି ତାଙ୍କର ଚ୍ୟାନେଲ ଧୀରେ ଧୀରେ ବହୁତ ଗ୍ରୋ କରିବାରେ ଲାଗିଛି। ତେବେ ଆପଣ ମାନେ ତ ଅନେକ ସମୟ ରୁପା ଓ ପିଣ୍ଟୁ ଙ୍କ ଜୀବନ ଶୈଳୀ ବିଷୟରେ ଦେଖିବାକୁ ପାଉଥିବେ ।
ସୂଚନା ମୁତାବକ ,ରୂପା ଓ ପିଣ୍ଟୁ ଙ୍କ ବିବାହ ୨୦୧୮ ମସିହା ରେ ହୋଇଥିଲା ଏବଂ ବିବାହ ପରେ ପରେ ଏହି ଦୁଇ ଜଣ ଟିକଟକ ଭିଡ଼ିଓ ବନାଇବା ଆରମ୍ଭ କରିଥିଲେ ।ତାଙ୍କ ଝିଅ ଖୁସି କୁ ଖୁଆଉ ଥିବାର ଏକ ଭିଡିଓ ତାଙ୍କର ପ୍ରଥମ ଭିଡିଓ ଥିଲା ଏବଂ ସେହି ଭିଡ଼ିଓ ଟି ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲା। ପରବର୍ତୀ ସମୟରେ ଅଧିକ ଲୋକ ପ୍ରିୟତା ଯୋଗୁଁ ରୂପା ଓ ପିଣ୍ଟୁ ଦୁଇ ଜଣ ଆଲବମ୍ ଭିଡ଼ିଓ କରିବାର ସୁଯୋଗ ପାଇଥିଲେ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।