ବନ୍ଧୁଗଣ ଅନେକ ସମୟ ରେ ଆମେ ମାନେ ମଶା ଙ୍କୁ ନେଇ ବହୁତ୍ ଚିନ୍ତା ରେ ରହିଥାଉ । କାରଣ ଏହି ଛୋଟ ଛୋଟ ମଶା ମାନେ ବଡ ବଡ଼ ରୋଗ ସୃଷ୍ଟି କରିଥାନ୍ତି । ତେବେ ସମସ୍ତେ ତ ନିଜ ପରିବାର ପାଇଁ ବେଶ୍ ଚିନ୍ତା କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଂକ ପାଇଁ ଏକ ଏମିତି ଡିଭାଇସ୍ ନେଇ ଆସିଛୁ ଯାହାକି ମିନିଟରେ ଶହ ଶହ ମଶାକୁ ନିପାତ କରିଦେବ ।
ବନ୍ଧୁଗଣ ମଶା ମାନଙ୍କୁ କେବଳ ଗୋଟେ ମିନିଟ୍ ଭିତରେ ମା-ରି ଦେଉଥିବା ସେହି ଉପକରଣ ଟି ର ନାମ ହେଉଛି ଏଲଇଡି ସକସନ୍ ଲ୍ୟାମ୍ପ । ତେବେ ଜଣାଇ ରଖୁଛୁ ଯେ ଏହି ଡିଭାଇସ୍ ଟି ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର କ୍ଷତି ପହଞ୍ଚାଏ ନାହିଁ । ଆଉ ଏହା ଏବେ ବହୁତ୍ ଶସ୍ତା ରେ ଉପଲବ୍ଧ ହେଉଛି ।
ସୂଚନାଯୋଗ୍ୟ କଥା ଏହା ଯେ , ଏହି ଡିଭାଇସ୍ ଟି ମଶା ମାନଙ୍କୁ ମାରିବା ସହିତ ଏକ ଏକ ଲ୍ୟାମ୍ପ ଭଳି କାମ କରେ । ତେବେ ଏଥିରେ ଥିବା ଲାଇଟ୍ ଦ୍ଵାରା ମଶା ମାନେ ଆକର୍ଷିତ ହୋଇ ଆସିଥାନ୍ତି ଏବଂ ଆଲୋକ ଭିତରକୁ ଆସିବା ମାତ୍ରେ ମଶା ମାନେ ସକସନ୍ ଫ୍ୟାନ୍ ଦ୍ଵାରା ଟାଣି ହୋଇଯାଆନ୍ତି । ତେବେ ଜାଣି ରଖନ୍ତୁ ଯେ ଏହି ଡିଭାଇସ୍ ଟି ଅନଲାଇନ୍ ସପିଂ ସାଇଟ୍ Meesho ରେ ମାତ୍ର ୨୭୩ ଟଙ୍କାରେ ମିଳି ଯାଉଛି ।
ଏହାର ଫାଇଦା ଏହା ଯେ ଏହାର ବ୍ୟବହାର ଦ୍ଵାରା ବେଶୀ ଶକ୍ତି ମଧ୍ୟ ଖର୍ଚ୍ଚ ହୋଇ ନଥାଏ ଏବଂ କେବଳ କିଛି ସମୟ ମଧ୍ୟରେ ଘର ମଶା ଶୂନ୍ୟ ହୋଇ ଯାଇଥାଏ । ଆଉ ଏଥିରେ ଥିବା ସକସନ୍ ଫ୍ୟାନ୍ ଭାକ୍ୟୁମ୍ କ୍ଲିନର୍ ପରି କାମ କରିଥାଏ । ଏହାର ବ୍ୟବହାର କରିବା ଦ୍ଵାରା ନିଜକୁ ଏବଂ ନିଜ ପରିବାରକୁ ମଶା ମାନଙ୍କ ଠାରୁ ଦୂରେଇ ଏବଂ ବଞ୍ଚେଇ ପାରିବେ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।