ନିଜ କଲେଜ ଦିଦିଙ୍କୁ ପ୍ରପୋଜ କଲା ଛାତ୍ର | ଏମିତି ଷ୍ଟାଇଲ ରେ Propose କେବେ ଦେଖିନଥିବେ | ଦେଖନ୍ତୁ ଏହି ଭିଡ଼ିଓ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ଶିକ୍ଷୟିତ୍ରୀ କୁ ଡାନ୍ସ କରି ପ୍ରପୋଜ କଲେ ଛାତ୍ର। ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକକର ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃଶୀୟା ହୋଇଥାଏ ଦର୍ଶକମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ଆପଣମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ମନୋରଞ୍ଜନ ଟିକେ କରିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ । 

 

ତେବେ ଆଜିକାଲିର ବ୍ୟସ୍ତତା ଭିତରେ ଟିକେ ମୁହଁରେ ହଁସ ଫୁଟେଇବାର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ଦେଶର କୋଣ ଅନୁକୋଣରେ ଘଟୁଥିବା ଅଦ୍ଭୁତ ଘଟଣା ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ସବୁ ଲୋକଙ୍କ ପାଖରେ ପହଞ୍ଚିଥାଏ ।ତେବେ ସୋସିଆଲ ମିଡିଆରେ ଅନେକ ଲୋକ ନାଚିଥାନ୍ତି ଓ କିଛି ଭାଇରାଲ୍ ମଧ୍ୟ ହୋଇଥାଏ। 

 

ତେବେ ଜଣେ ଯୁବକ କଲେଜ ରେ ପ୍ରୋଗ୍ରାମ ରେ ଡ଼୍ୟାନ୍ସ କରିଥିଲେ।ସେ ଏପରି ଡ଼୍ୟାନ୍ସ କରିଥିଲେ ଯେ ସମସ୍ତେ ତାଳି ନ ମାରି ରହି ପାରିଲେ ନାହିଁ।ସେ ଡ଼୍ୟାନ୍ସ କରୁଥିବା ସମୟରେ ଜଣେ ଶିକ୍ଷୟତ୍ରୀ ଙ୍କୁ ସେ ଗୋଲାପ ଫୁଲ ମଧ୍ୟ ଦେଇଥିଲେ।ସେଠାରେ କେତେଜଣ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।ତେବେ ଏହି ଭିଡ଼ିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *