ଯଦି ଆପଣଙ୍କର ଜମି ଅଛି ! Reliance ଦେବ ମାସକୁ ଆପଣଙ୍କୁ 40000 ଟଙ୍କା | ଚାଲନ୍ତୁ ଜାଣିବା କେମିତି ମିଳିବ 40000 ଟଙ୍କା

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜିଓ ଆଣିଲା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜିଓ ଆଣୁଚି 5ଜି ଟାୱାର। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ଗ୍ରାହକ ମାନଂକ ପାଇଁ ଜିଓ ନେଇ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ସମୟ ରେ ଜିଓ ର ମାଲିକ ମୁକେଶ ଅମ୍ବାନୀ ଜିଓ ପ୍ଲାନ ରେ ପୁଣି ଏକ ନୂଆ ପରିବର୍ତ୍ତନ କରିଛନ୍ତି ବୋଲି ଜଣା ପଡିଛି। ଯାହାକି ବହୁତ୍ ଶୀଘ୍ର ଲାଗୁ ହେବ ବୋଲି କୁହା ଯାଉଛି ।ରିଲିଆନ୍ସ ଜିଓ ଏବେ ନିଜର ନେଟୱର୍କ କୁ ମଜବୁତ୍ କରିବା ପାଇଁ ଆଗାମୀ ୬ ମାସ ମଧ୍ୟରେ ସାରା ଦେଶ ରେ ୪୫୦୦୦ ଟି ଟାୱାର ବସାଇବାକୁ ନିଷ୍ପତି ନେଇଛନ୍ତି । 

 

ସୂଚନା ଅନୁଯାୟୀ , ଆପଣ ଯଦି ନିଜର କୌଣସି ଖାଲି ଥିବା ଜାଗା ରେ ଟାୱାର ବସାଇବାକୁ ଆବେଦନ କରିବେ ତାହେଲେ ଘରେ ବସି ମାସ କୁ ୨୫ ରୁ ୩୦ ହଜାର ଟଙ୍କା ରୋଜଗାର କରିପାରିବେ। ତେବେ କମ୍ପାନୀ ଖୁବ୍ ଶୀଘ୍ର ଏହି ଟାୱାର ବସାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ତେବେ ଜିଓ ନିଜର ଗ୍ରାହକ ମାନଂକ ସୁବିଧା ପାଇଁ ଏହା କରୁଛନ୍ତି ।

 

ତେବେ ଏହ ଜଣା ପଡ଼ିଛି ଯେ , କିଛି ଘରୋଇ କମ୍ପାନୀ ଙ୍କୁ ଟାୱାର ଲଗାଇବାର କଣ୍ଟ୍ରାକ୍ଟ ଦେଇଛି ଜିଓ କମ୍ପାନୀ।ସୂଚନା ଅନୁଯାୟୀ ଭାରତୀ ଇନ୍ଫରଟେଲ , ଜିଟିଏଲ ,ଇଡ୍ସ ଟାୱାର , ଏଟିସି , ବ୍ୟୋମ , ଆମେରିକା ଟାୱାର ପରି ଅନେକ ଦାମୀ କମ୍ପାନୀ ଏହି  କାର୍ଯ୍ୟ କୁ କରୁଛନ୍ତି ।

 

 

ତେବେ ଯଦି ଆପଣ ନିଜର କୌଣସି ଜାଗା ରେ ଟାୱାର ବସାଇବା ପାଇଁ ଚାହୁଁଛନ୍ତି ତାହେଲେ କମ୍ପାନୀ ଗୁଡିକ ର ୱେବସାଇଟ ରେ ଆପଣ ଆବେଦନ କରିପାରିବେ। ଏହାପରେ ସଠିକ୍ ଯାଞ୍ଚ ପରେ ଯଦି ଆପଣଙ୍କ ଜାଗା କମ୍ପାନୀ ଦ୍ଵାରା ମନୋନୀତ ହୁଏ ତାହେଲେ ଆପଣଙ୍କ ଜାଗା ରେ ଟାୱାର ବସା ଯିବ ଏବଂ ଆପଣଙ୍କୁ କମ୍ପାନୀ ତରଫ ରୁ ପ୍ରତି ମାସ ରେ ଟଙ୍କା ମିଳିବ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *