ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କ୍ଲାସରେ ମ୍ୟାଡାମ୍ ଙ୍କ ହାତ ଧରି ନାଚିଲେ ଛାତ୍ର, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ଵହୁ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଭାଇ ରାଲ ହେବାରେ ଲାଗିଛି।ଯାହାକି ଲୋକମାନେ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି।ବର୍ତ୍ତମାନ ଏକ ଯୁବକ ନାଚୁଥିବାର ଭିଡିଓ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ ଭାଇ ରାଲ ହେବାରେ ଲାଗିଛି।ଦର୍ଶକମାନେ ଏହି ଭିଡିଓ ଦେଖି ବହୁତ ଖୁସି ମଧ୍ୟ ହୋଇଛନ୍ତି।ଏହି ଭିଡିଓ କୁ ବହୁ ମାତ୍ରାରେ ଲାଇକ ଓ ସେୟାର ମଧ୍ୟ ଲୋକମାନେ କରୁଛନ୍ତି।ସୋସିଆଲ ମିଡିଆରେ ପ୍ରାୟ ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ ଡ଼୍ୟାନ୍ସ କରୁଥିବାର ଦେଖିଥିବେ।କେଉଁମାନେ ରାସ୍ତାରେ ମଧ୍ୟ ନାଚୁଥିବା ବେଳେ ଲୋକମାନେ ସେମାନଙ୍କୁ ଦେଖିଥାନ୍ତି।
ତେବେ ଆଜିକାଲିର ବ୍ୟସ୍ତତା ଭିତରେ ଟିକେ ମୁହଁରେ ହଁସ ଫୁଟେଇବାର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ଦେଶର କୋଣ ଅନୁକୋଣରେ ଘଟୁଥିବା ଅଦ୍ଭୁତ ଘଟଣା ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ସବୁ ଲୋକଙ୍କ ପାଖରେ ପହଞ୍ଚିଥାଏ ।ତେବେ ସୋସିଆଲ ମିଡିଆରେ ଅନେକ ଲୋକ ନାଚିଥାନ୍ତି ଓ କିଛି ଭାଇରାଲ୍ ମଧ୍ୟ ହୋଇଥାଏ।
ତେବେ ଜଣେ ଛାତ୍ର କ୍ଲାସ ଭିତରେ ସମସ୍ତଙ୍କ ସାମ୍ନାରେ ନିଜ ଶିକ୍ଷୟିତ୍ରୀ ଙ୍କୁ ହାତ ଧରି ନାଚୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗୁଚି। ଭିଡ଼ିଓ ରେ ଛାତ୍ରଟି ସହ ମାଡାମ ଜଣକ ବେଶ୍ ଖୁସିରେ ନାଚି ଥିବାର ନଜର ଆସିଚି।ଏହା ସହ ଛାତ୍ର ଜଣକ ମ୍ୟାଡାମ୍ ଙ୍କ ହାତ ଧରି ମଧ୍ୟ ତାଙ୍କୁ ବୁଲାଇ ଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।