Shewag ଭବିଷ୍ୟବାଣୀ : ଏହି 3 ପ୍ଲେୟାର ଙ୍କୁ ନଖେଳେଇଲେ ଭାରତ ହାରିବ ବିଶ୍ୱକପ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ଟି – ୨୦ ବିଶ୍ୱକପ ରେ ୩ ଏହି 3 ଖେଳାଳି ଙ୍କ ବିନା ବୀରେଦ୍ର ସେହୱାଗ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

 ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ବ୍ୟାଟସମ୍ୟାନ୍ ବିରେନ୍ଦର ସେହୱାଗ ବର୍ତ୍ତମାନ ବିରାଟ କୋହଲି ଙ୍କୁ ଏହି ମତ ଦେଇଛନ୍ତି ଯେ ହେବାକୁ ଯାଉଥିବା ଟି -20 ବିଶ୍ୱକପ୍‌ରେ ତୃତୀୟ ନମ୍ବର ର ବିରାଟ ଆପଣ ନିଜେ ବ୍ୟା-ଟିଂ ଭାର ସମ୍ଭାଳିବେ। ପୂର୍ବରୁ ଏହା କହିଥିଲେ କି  ଏହି ବର୍ଷ ହେବାକୁ  ଇଂଲଣ୍ଡ ସିରିଜରେ  ରୋହିତ ଶର୍ମାଙ୍କ ସହ ବିରାଟ ବ୍ୟା-ଟିଂ କରିବା ପାଇଁ ଯିବେ । କିନ୍ତୁ ବର୍ତ୍ତମାନ ଏହା କହିଛନ୍ତି ଯେ ବର୍ତ୍ତମାନ ସମୟ ରେ ରୋହିତ ଙ୍କ ପାଇଁ ସ-ର୍ବୋ-ତ୍ତ-ମ ପା-ର୍ଟ-ନ-ର ହୋଇପାରିବେ କେଏଲ ରାହୁଲ ।

 

ବିରୁ ଏହା କହିଲେ ଯେ ଯଦି କେ.ଏଲ୍ ରାହୁଲ ରୋହିତ ଙ୍କ ପାର୍ଟନର ଭାବରେ ଖେଳିବେ ତାହେଲେ, ଏହା ଆମ ସମସ୍ତଙ୍କ ପାଇଁ ହିଁ ବେଶ୍ ଭଲ ହେବ।  ବିରୁ ଏହା କହିଛନ୍ତି ଯେ ଗତ କିଛି ମାସ ହେବ କେ .ଏଲ୍ ରାହୁଲ ଏକ ଭଲ ଫ-ର୍ମ ରେ ରହିଛନ୍ତି ଏବଂ ଭାରତୀୟ ଟି -20 ମଧ୍ୟ ସେ ଜଣେ ସ-ର୍ବ-ଶ୍ରେ-ଷ୍ଠ ବ୍ୟା-ଟ୍ସ-ମ୍ୟା-ନ୍ ହୋଇପରିଛନ୍ତି। ସେ ଶେଷ ରେ ଏହା କହିଛନ୍ତି ଯେ ବର୍ତ୍ତମାନ ସମୟ ରେ କେ . ଏଲ . ରାହୁଲ ଙ୍କ ଫ-ର୍ମ ବ୍ୟବହାର ହେବା ଜରୁରୀ ଅଟେ । ଋତୁରାଜ ଓ ଚହଲ ଙ୍କୁ ନଖେଳିଲେ ଭାରତ ପାଇଁ ବିଶ୍ୱକପ ଜିତିବା କଷ୍ଟ ହେବ ।

 

ସେହୱାଗ ଏହା ପରେ କହିଁଛନ୍ତି ଯେ ବିରାଟ କୋହଲି ନଂ- ୩ ରେ ଆସି ବ୍ୟାଟିଂ କରିବା ଟିମ୍ ପାଇଁ ବେଶ୍ ଲାଭ ଦାୟକ ସାବ୍ୟସ୍ତ ହେବ ।

ଶେଷ ରେ ସେହୱାଗ କହିଥିଲେ ଯେ , “ ରୋହିତ ଙ୍କ ସହ କେ. ଏଲ . ରାହୁଲ ଙ୍କୁ ଓ-ପ-ନିଂ ବ୍ୟା-ଟିଂ କରିବାକୁ ଦିଆଗଲେ ଏବଂ ବିରାଟ ନିଜେ ଟିମ୍ କୁ ୩ୟ ନମ୍ବର ବ୍ୟାଟସମ୍ୟାନ୍ ଭାବରେ ବ୍ୟା-ଟିଂ ଆସିଲେ , ଏହା ହିଁ ବହୁତ୍ ଭଲ ସା-ବ୍ୟ-ସ୍ତ ହେବ । ଏହି ସବୁ କଥା କହିଥିଲେ ବିରେଦ୍ର ସେହୱାଗ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *