ରୋଷଇୟା ଜଣକ ରୋଟି ତିଆରି କରିବା ସମୟରେ ଏପରି କିଛି କଲେ | ଦୟାକରି ଛୋଟ ପିଲା ଏହି Video ଦେଖ ନାହିଁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୋଷଇୟା ଜଣକ ରୋଟି ତିଆରି କରିବା ସମୟରେ ଏପରି କିଛି କଲେ ଯାହା ଦେଖିଲେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ video ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। 

 

ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି। ସାଧାରଣତଃ ଖାଦ୍ୟ ଆମ ନିତିଦିନିଆ ଜୀବନରେ ଅତ୍ୟନ୍ତ ଆବଶ୍ୟକ।ବିନା ଖାଦ୍ୟରେ ବଞ୍ଚିବା କଷ୍ଟକର।କିଛି ଖାଦ୍ୟ ଶରୀର ଉପରେ ହା-ନି ପହଞ୍ଚାଇଥାଏ  ତ ପୁଣି କେତେବେଳେ କେତେବେଳେ ଖାଦ୍ୟ ଶରୀର ପାଇଁ ଖୁବ୍ ଆବଶ୍ୟକୀୟ ହୋଇଥାଏ।ତେବେ ଏହା ଖାଇବା ଦ୍ଵାରା ଆମ ଶରୀର ରେ କେତେ ପ୍ରକାର କ୍ଷ-ତି ହୋଇଥାଏ କହିଲେ ସରିବ ନାହିଁ । 

 

ତେବେ ଆଜି ଆପଣ ଙ୍କୁ ଆମେ ବାହାର ଖାଦ୍ୟ କଥା କହିବୁ ଯାହା କି ଖୁବ୍ ଖ-ରା-ପ ଶରୀର ପାଇଁ।୧୭ ମାର୍ଚ୍ଚ ୨୦୧୭ ରେ ଦିଲ୍ଲୀ ଠାରେ ଓ ଅନ୍ୟ କିଛି ସ୍ଥାନ ରେ ମଧ୍ୟ ତନ୍ଦୁରି ରୋଟି ବନାଉଥିବା ବେଳେ ସେଥିରେ ସେ ଛେପ ପକାଇ ବନାଉଥିଲେ ଯାହା ଦେଖିଲା ପରେ ଆପଣ ରୋଟି ଖାଇବା ଭୁଲିଯିବେ  । ସେହି ଭଳି ଅନ୍ୟ ଏକ ବିବାହ ମଣ୍ଡପ ରେ ଏମିତି ଜଣେ ରୋଷେଇୟା କରିଥିଲେ ଯାହା ପାଇଁ ସେ ଜେଲ ଯାଇଥିଲେ । 

 

ଜଣେ ବ୍ୟକ୍ତି ବାହାର ଦେଶ ରହୁଥିଲେ ଓ ହୋଟେଲ କୁ ଖାଇବା ପାଇଁ ଯାଇ ଡ୍ରିଙ୍କ ଅର୍ଡର୍ କରିଥିଲେ ଓ ଡ୍ରିଙ୍କ ପାଇବା ପରେ ପରେ ସେଥିରେ ଛୋଟ ଛୋଟ ପୋକ ବାହାରିଥିଲା ଯାହା ପାଇଁ ସେ ମାଲିକ କଂ-ପ୍ଲେ-ନ୍ କରିଥିଲେ । ଜଣେ ଗୁପଚୁପ ବାଲା ରାସ୍ତା କଡ଼ରୁ ପାଣି ଆସି ରଖୁଥିଲେ ଓ ପରିବା ଧୋଇଥିଲେ ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଛି।ଦିଲ୍ଲୀ ରେ ସେମିତି ଗୋଟେ ହୋଟେଲ ରେ ପିଜା ଦେଉଥିବା ବେଳେ ସେଇ ପିଜା ଭିତରେ ଥିବା ମସଲା ପ୍ୟାକେଟ ରେ ମସଲା ସହିତ ପୋକ ରହିଥିଲା । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *