ସରକାର ଙ୍କ ବଡ଼ ନିଷ୍ପତି | ପ୍ୟାନକାର୍ଡ ଓ ଆଧାର ର ନୂଆ ନିୟମ ଆଜି ନକଲେ କାଲିକୁ 500 ଟଙ୍କା Fine…

 

 

ଦର୍ଶକ ବନ୍ଧୁ ପାନ୍ କାର୍ଡ କୁ ନେଇ ବର୍ତ୍ତମାନ ଆସିଛି ଏକ ବଡ ଖବର ,ଯଦି ଆପଣଙ୍କର ପାନ୍ କାର୍ଡ ଅଛି ତାହେଲେ ଏହାକୁ ନିଶ୍ଚିନ୍ତ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ ।ଦର୍ଶକ ବନ୍ଧୁ ଆପଣ ନିଜର ପାନ୍ କାର୍ଡ ସହିତ ଆଧାର କାର୍ଡ କୁ ଲିଙ୍କ୍ କରି ନାହାଁନ୍ତି କି ? ଆଉ ଯଦି କରି ନାହାଁନ୍ତି ତାହେଲେ ଆଉ ସମୟ ନାହିଁ ,ଯଥା ଶୀଘ୍ର ଲିଙ୍କ୍ କରାନ୍ତୁ । ତେବେ ଦର୍ଶକ ବନ୍ଧୁ ଯଦି ପାନ୍ କାର୍ଡ ସହିତ ଆଧାର କାର୍ଡ କୁ ଲିଙ୍କ୍ କରି ନାହାଁନ୍ତି ତାହେଲେ 500 ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

 

କେବଳ ଏତିକି ନୁହେଁ ଯଦି ଆସନ୍ତା 3 ମାସ ମଧ୍ୟରେ ପାନ୍ କାର୍ଡ ସହିତ ଆଧାର କାର୍ଡ କୁ ଲିଙ୍କ୍ ନ କରିବେ ତେବେ ଆପଣଙ୍କୁ 1000 ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ । ତେବେ ବନ୍ଧୁଗଣ ଆପଣ ମାନେ ଆଉ ବେଶୀ ଡେରି ନ କରି ଯଥା ଶୀଘ୍ର ଯାଇ ନିଜର ପାନ୍ କାର୍ଡ ସହିତ ଆଧାର କାର୍ଡ କୁ ଲିଙ୍କ୍ କରାଇ ଦିଅନ୍ତୁ ,ଯାହା ଫଳରେ ଆପଣ ଫାଇନ୍ ରୁ ବର୍ତ୍ତି ପାରିବେ ।

 

କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ଏହା ସ୍ପଷ୍ଟ କରିଛି ଯେ 2022 ମସିହା ଏପ୍ରିଲ 1 ତାରିଖ ରୁ ଜୁନ 30 ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜର ପାନ୍ କାର୍ଡ ସହିତ ଆଧାର କାର୍ଡ କୁ ଲିଙ୍କ୍ କରିବେ ତାହେଲେ ତାଙ୍କୁ 500 ଟଙ୍କା ଦେବାକୁ ପଡିବ କିନ୍ତୁ ଯଦି ଜୁନ 30 ପରେ କରିବେ ତାହେଲେ ଏହା 1000 ଟଙ୍କା କୁ ବଢିଯିବ । 

 

ତେବେ ଏହା ପୂର୍ବରୁ ପାନ୍ କାର୍ଡ ସହିତ ଆଧାର କାର୍ଡ କୁ ଲିଙ୍କ୍ କରିବା ସମୟ ସୀମା କୁ ଘୁଂଚା ଯାଇଛି । ତେବେ ଯଦିଓ ସମୟ ଘୁଂଚା ଯାଇଛି ହେଲେ ଆର୍ଥିକ ଦ-ଣ୍ଡ ମଧ୍ୟ ଯୋଡ଼ା ଯାଇଛି । ତେବେ ଏହା ପ୍ରତ୍ୟେକ୍ଷ ଭାବରେ ସଂକେତ ଦିଆ ଯାଇଛି ଯେ , ଏଣିକି ଲୋକ ମାନେ ଆଗକୁ ଯେତେ ସମୟ ବଢାଇ ଚାଲିବେ ଆର୍ଥିକ ଦ-ଣ୍ଡ ସେତେ ଅଧିକ ବଢ଼ି ବଢି ଚାଲିବ ।

 

ଆଉ ଏକ କଥା ଏହା ଯେ ଯଦି କୌଣସି ବ୍ୟକ୍ତି ନିଜ ପାଖରେ ଅଚଳ ପାନ୍ କାର୍ଡ ରଖିଥିବେ ତେବେ ତାଙ୍କୁ 10 ହଜାର ଟଙ୍କା ଫାଇନ୍ ପଡ଼ିବ ।କିନ୍ତୁ ଏହା ଜାଣି ରଖନ୍ତୁ ଯେ ଆଧାର ବ୍ୟବସ୍ଥା କୁ ନେଇ ସୁପ୍ରିମ କୋର୍ଟ ରେ ଏବେ ସୁଦ୍ଧା ଏକାଧିକ ମାମଲା ବିଚାରାଧିନ ରହିଛି ।ତେବେ ସୁପ୍ରିମ କୋର୍ଟ ଅଦ୍ୟାବଧି ଆଧାର କାର୍ଡ କୁ କୌଣସି କାମ ପାଇଁ ବାଧ୍ୟତାମୂଳକ ବୋଲି ରାୟ ପ୍ରକାଶ କରି ନାହାନ୍ତି ଏବଂ କହିଛନ୍ତି ଯେ କୌଣସି ବି ସଂସ୍ଥା ଆଧାର କାର୍ଡ କୁ ବାଧ୍ୟତାମୂଳକ ବୋଲି କହି ପାରିବେ ନାହିଁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.