କଲେଜ ଛାତ୍ର ସହ ମାଡାମ କଲେ ରୋମାନ୍ସ | ସୋସିଆଲ ମିଡିଆରେ Video ହେଲା ଲିକ ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କ୍ଲାସରେ ମ୍ୟାଡାମ୍ ଙ୍କ ହାତ ଧରି ନାଚିଲେ ଛାତ୍ର, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ,ଆଉ ଆପଣ ମଧ୍ୟ ଏହି ଭିଡ଼ିଓ କୁ ଦେଖିଲେ ଚକିତ ହୋଇ ରହିଯିବେ । ତେବେ ବର୍ତ୍ତମାନ ସମୟ ରେ ଜଣେ ଯୁବକ ନାଚୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହାକୁ ଦେଖି ଲୋକ ମାନେ ବହୁତ ଖୁସି ହୋଇଛନ୍ତି । 

ତେବେ ବନ୍ଧୁଗଣ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ନିହାତି ଭାବରେ କୌଣସି ପୁଅ ବା କୌଣସି ଝିଅ ନାଚୁଥିବାର ଭିଡିଓ ଦେଖିବାକୁ ପାଇଥିବେ। ତେବେ ଆଜିକାଲି ବ୍ୟସ୍ତତା ଭିତରେ ଲୋକ ମାନେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆ କୁ ବ୍ୟବହାର କରିଥାନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ ମଧ୍ୟ ଦେଶ ର କୋଣ ଅନୁକୋଣରେ ଘଟୁଥିବା ଘଟଣା ଗୁଡ଼ିକ ଦେଖିବାକୁ ମିଳିଥାଏ ।

 ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାଇରାଲ ହେଉଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ ,ଜଣେ ଛାତ୍ର କ୍ଲାସ ଭିତରେ ସମସ୍ତଙ୍କ ସାମ୍ନାରେ ନିଜ ଶିକ୍ଷୟିତ୍ରୀ ଙ୍କୁ ହାତ ଧରି ନାଚୁଛନ୍ତି । ତେବେ ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବେଶ୍ ଘୁରି ବୁଲୁଛି । ତେବେ ସେହି ଛାତ୍ରଟି ସହ ମାଡାମ ଜଣକ ମଧ୍ୟ ବେଶ୍ ଖୁସି ମନରେ ନାଚୁଥିବାର ନଜର ଆସିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.